କ୍ଷମତାକୁ ଆସିଲେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନରେ ଫିଙ୍ଗିଦେବୁ: ତେଜସ୍ୱୀ ଯାଦବ

ପାଟନା: ବିହାର ନିର୍ବାଚନରେ ​​ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରବିବାର (ଅକ୍ଟୋବର ୨୬) ଏକ ନିର୍ବାଚନ ରାଲିରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ବିହାରରେ କ୍ଷମତାକୁ ଆସେ, ତେବେ ୱାକଫ (ସଂଶୋଧନ) … Read More

ଦୁଃସାହସର ସୀମା ପାର କଲେ ୟୁନୁସ! ବାଂଲାଦେଶ ମାନଚିତ୍ରରେ ଭାରତୀୟ ରାଜ୍ୟ

ଢାକା : ଦୁଃସାହସର ସବୁ ସୀମା ପାର କରିଯାଇଛି ବାଂଲାଦେଶର ୟୁନୁସ ସରକାର । ପାକିସ୍ତାନର ଜଣେ ସେନାଧିକାରୀଙ୍କୁ ୟୁନୁସ ସରକାର ବାଂଲାଦେଶର ଏକ ମାନଚିତ୍ର ଉପହାର ଦେଇଛନ୍ତି ଯେଉଁଥିରେ ଭାରତର ଆସାମ ସମେତ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସାମିଲ ଅଛନ୍ତି … Read More

ଭାରତ ଓ ଆସିଆନ୍ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ରବିବାର ଭର୍ଚୁଆଲ୍ ଭାବରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀ (ASIAN Sumit)କୁ ସମ୍ବୋଧିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆସିଆନ୍ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତକୁ … Read More

ନଭେମ୍ବର ୧ରେ ବିଶାଳ ରାଲି; ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍

ମୁମ୍ବାଇ: ମହାରାଷ୍ଟ୍ରରେ ନକଲି ଭୋଟରଙ୍କ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଏବେ ନଭେମ୍ବର 1 ତାରିଖରେ ଏକ ବିଶାଳ ରାଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ତାଙ୍କ ଭାଇ ରାଜ ଠାକରେଙ୍କ ସହ ଏହି … Read More

ସାର୍ କ୍ରିକ୍ ନିକଟରେ ଭାରତର ସମରାଭ୍ୟାସ ପ୍ରସ୍ତୁତି, ପାକିସ୍ତାନ ଲଗାଇଲା ବାୟୁସୀମା କଟକଣା

ନୂଆଦିଲ୍ଲୀ: ସୀମାରେ ଭାରତ ତିନିସେନାର ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଏହାର କେନ୍ଦ୍ରୀୟ ଓ ଦକ୍ଷିଣ ବାୟୁସୀମାରେ ଏକାଧିକ ବିମାନ ଚଳାଚଳ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ଜାରି କରିଛି। ଅକ୍ଟୋବର ୨୮-୨୯ ପାଇଁ ନୋଟାମ୍ … Read More

ରାଜସ୍ଥାନରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, NEET UG ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ

ରାଜସ୍ଥାନ: ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ମେଡିକାଲ ପାଠ ପଢିବା ନିମନ୍ତେ ନିଟ ପରୀକ୍ଷା ଦେବା ପାଇଁ ରାଜସ୍ଥାନ କୋଟାକୁ ଯାଇଥିଲେ  । ଛାତ୍ର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ପଂଚାୟତ ଅଭୟପୁର ଗ୍ରାମର ରାଧା … Read More

“ମନ କି ବାତ”ରେ କୋରାପୁଟ କଫିର ପ୍ରଶାଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ “ମନ କି ବାତ”ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ … Read More

ଢାକାରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ

ଢାକା : ପ୍ରଥମେ ଅପରେସନ ସିନ୍ଦୁର)ରେ ପରାଜୟ, ନିକଟରେ ଆଫଗାନିସ୍ତାନଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନ ଭାରତକୁ ପାନେ ଦେବାକୁ ବାଂଲାଦେଶ  ସହ ମିଶି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । ପାକିସ୍ତାନୀ ସେନାର ଜଣେ … Read More

୩ ଦିନରେ ଜିଏସଟି ପଂଜୀକରଣ ମଂଜୁରୀ ମିଳିବ

ନୂଆଦିଲ୍ଲୀ : ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା … Read More

ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା

ପାକିସ୍ତାନ: ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ … Read More