ରାଜପାଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସହ ୧.୫ କୋଟି ଜମା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ … Read More

ହୋର୍ଡିଂ ପଡ଼ି ଚାଲିଗଲା ସମାଜବାଦୀ ପାର୍ଟିର ନେତାଙ୍କ ଜୀବନ

ଉତ୍ତରପ୍ରଦେଶ : ଭୟଙ୍କର ଦୁର୍ଘଟଣାରେ ଜୀବନ ହାରିଲେ ସମାଜବାଦୀ ପାର୍ଟିର ନେତା । ଉତ୍ତର ପ୍ରଦେଶର ପ୍ରତାପଗଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ପ୍ରାଣ ହରାଇଛନ୍ତି । ଘରଠାରୁ ମାତ୍ର ୫୦୦ ମିଟର ଦୂରରେ … Read More

ଆଜିଠୁ ଆରମ୍ଭ ହେଲା ଏଆଇ ଇମ୍ପାକ୍ଟ ଏ​‌କ୍ସପୋ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଆରମ୍ଭ ହେଉଛି। ଫେବୃଆରୀ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଏହି … Read More

୧୧ ମାସରେ ଆସିଲା ହାମ୍ପି ହରର ରାୟ, ୩ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ୧୧ ମାସରେ ଆସିଲା ହାମ୍ପି ହରର ରାୟ ।  ଓଡ଼ିଆ ଯୁବକଙ୍କ ହତ୍ୟାକାରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ  ।  ୨ ଜଣ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ଜଣଙ୍କୁ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି ।  କର୍ଣ୍ଣାଟକର … Read More

ଅହମଦାବାଦ ଓ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ

ଗୁଜରାଟ : ଗୁଜରାଟ ଅହମ୍ମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ । ବୋମା ଧମକ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅତିକମରେ ୨୮ ସ୍କୁଲକୁ ଇମେଲ୍ ମାଧ୍ୟମରେ ଧମକ ମିଳିଛି । ଭାରତକୁ ଖଲିସ୍ତାନରେ ପରିଣତ … Read More

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତ

ରାଜସ୍ଥାନ : ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ହେଲେ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି । ଘଟଣା ସମୟରେ … Read More

ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଓମ୍ ବିର୍ଲା

ନୂଆଦିଲ୍ଲୀ: ମଙ୍ଗଳବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରଚାରରେ, ଅନ୍ତରୀଣ ସରକାରଙ୍କ ମୁଖ୍ୟ … Read More

ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ୫ ଗିରଫ

ନୂଆଦିଲ୍ଲୀ: ମୁଲୁଣ୍ଡ ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି … Read More

ଶସ୍ତା ହେଲା ସୁନା ଓ ରୂପା!

ନୂଆଦିଲ୍ଲୀ: ଯଦି ଆପଣ ସୁନା ଏବଂ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର ହୋଇପାରେ। ଗୋଟିଏ ଦିନରେ ରୂପା ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି। ସୁନା ମଧ୍ୟ ପ୍ରାୟ … Read More

ତାରିକ ରହମାନଙ୍କୁ ଫୁଲ ଓ ମିଠା ପଠାଇ ଶୁଭେଚ୍ଛା ଜଣାଇଲେ ମମତା ବାନାର୍ଜୀ

ଢାକା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶର ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ତାରିକ ରହମାନଙ୍କୁ ଫୁଲ ଏବଂ ମିଠା ପଠାଇଛନ୍ତି । ତାରିକ ରହମାନ୍ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଏବଂ ତାଙ୍କ ଦଳ ସାମ୍ପ୍ରତିକ ନିର୍ବାଚନରେ ବହୁମତ … Read More