‘ଦି କେରଳ ଷ୍ଟୋରି-୨’ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଟ୍ରେଲର ଆସିବା ପରେ ‘ଦି କେରଳ ଷ୍ଟୋରି-୨(ଗୋଜ୍ ବିୟଣ୍ଡ) ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତ ରଖିବାକୁ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। କନ୍ନୁରର ବାସିନ୍ଦା ଶ୍ରୀଦେବ ନାମ୍ବୁଦିରିଙ୍କ ଦ୍ୱାରା କେରଳ ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଅଭିଯୋଗ … Read More

ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ସ୍ବତନ୍ତ୍ର ପ୍ରସ୍ତାବ ବିବାଦ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଖୁବ୍‌ ସରଗରମ୍‌ ରହିଥିଲା। ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଥିଲେ। ପୂର୍ବତନ ସେନା ମୁଖ୍ୟ ଏମ୍‌ଏମ୍‌ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ସଂସଦ ହୁଲସ୍ତୁଲ ହୋଇଥିବାବେଳେ ସରକାରୀ ଦଳ ବିରୋଧୀ ଦଳ ନେତା … Read More

ରାହୁଲ ଗାନ୍ଧୀ ଓ ୨୫ ସାଂସଦଙ୍କୁ କର୍ଣ୍ଣି ସେନା ସଦସ୍ୟଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: କର୍ଣ୍ଣି ସେନାର ଜଣେ ସଦସ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ୨୫ ଜଣ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ … Read More

ବିଶାଖାପାଟଣାରେ ଏଆଇ ହବ୍‌ ସ୍ଥାପନ କରିବ ଗୁଗୁଲ

ନୂଆଦିଲ୍ଲୀ : ଭାରତୀୟ ବଜାର ଉପରେ ଗୁଗୁଲ୍‌ ଅଧିକ ମନୋନିବେଶ କରିବ। ବିଶାଖାପାଟଣାଠାରେ ଗୁଗୁଲ୍‌ ପକ୍ଷରୁ ଏକ ଏଆଇ ହବ୍‌ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ସୂଚନା … Read More

ମାଗଣା ଯୋଜନା ନେଇ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ ଡିଏମକେ ସରକାର … Read More

ଇନଷ୍ଟାଗ୍ରାମ୍ ନିଶାରେ ଛୋଟପିଲା ପଡ଼ିଛନ୍ତି କି : ଆମେରିକା କୋର୍ଟରେ ଜୁକରବର୍ଗଙ୍କୁ ପ୍ରଶ୍ନ

ଲସ୍ ଆଞ୍ଜେଲସ୍: ଇନଷ୍ଟାଗ୍ରାମ୍ ଓ ଫେସବୁକର ମୂଳ କମ୍ପାନି ମେଟାର ମାଲିକ ମାର୍କ ଜୁକରବର୍ଗଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ କୋର୍ଟରେ କଡ଼ା ପ୍ରଶ୍ନ କରାଯାଇଛି। ଏହା ଏକ ଐତିହାସିକ ଶୁଣାଣି ଯେଉଁଥିରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ପିଲା ଓ କିଶୋରମାନଙ୍କ ମାନସିକ … Read More

ସାତ ବର୍ଷ ଝିଅର ନିଆରା ରେକର୍ଡ, ସମୁଦ୍ର ପଥରେ ୧୩ କି.ମି ଅତିକ୍ରମ କରିବାରେ ସବୁଠାରୁ ସାନ

ନୂଆଦିଲ୍ଲୀ  : ଆସାମର ସାତ ବର୍ଷୀୟ କିଉଚେନଘନ୍ ଫୁକାନ୍ । ଏପରି ଏକ ସଫଳତା ହାସଲ କରିଛନ୍ତି ଯାହା ଅନେକଙ୍କ ପାଇଁ ସ୍ୱପ୍ନ। ସେ ଏଲିଫାଣ୍ଟ୍ ଦ୍ୱୀପରୁ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ପହଁରିବାର ଉପଲବ୍ଧି ହାସଲ କରିଛନ୍ତି। ପ୍ରାୟ ୧୩ … Read More

ଚୀନ୍ ରୋବୋଟ୍‌କୁ ନିଜର ଦାବି କରି ବିବାଦରେ ‘ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ’ : ସ୍ପଷ୍ଟିକରଣ ରଖିଲା

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଏକ୍ସପୋ କ୍ଷେତ୍ରରୁ ସରକାର ଗାଲଗୋଟିଆସ୍‌ ବିଶ୍ୱବିଦ୍ୟାଳୟକୁ ବହିଷ୍କାର କରିଛନ୍ତି । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାରଣ … Read More

ଦେଶର ସୁରକ୍ଷା ପାଇଁ ରାହୁଲ ବିପଦ- କିରଣ ରିଜିଜୁ

ନୂଆଦିଲ୍ଲୀ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତର ସୁରକ୍ଷା ପାଇଁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ହୋଇଛନ୍ତି। ସେ ଭାରତ ବିରୋଧୀ ଶକ୍ତି ସହିତ ଜଡିତ ଏବଂ ନକ୍ସଲବାଦୀ, ଆତଙ୍କବାଦୀ ଏବଂ … Read More

ଭାରତ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ କହିପାରିବିନି, କାହିଁକି ଏପରି କହିଲେ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ ସେ ୟୁନାଇଟେଡ୍ କିଙ୍ଗଡମ୍ ରୁ ଭାରତ ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ ନାହିଁ। ଏଫଇଓ ଆଇନ ର ବୈଧତାକୁ ଚ୍ୟାଲେଞ୍ଜ କରି ତାଙ୍କ ଆବେଦନର … Read More