ରାହୁଲ ଗାନ୍ଧୀ ଓ କଂଗ୍ରେସ ସବୁଠାରୁ ବଡ଼ ବିଶ୍ୱାସଘାତକ : ସମ୍ବିତ ପାତ୍ର

ଶୁକ୍ରବାର ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସ ଟି-ସାର୍ଟ ଖୋଲି ପ୍ରତିବାଦ କରିବା ଘଟଣାରେ ରାହୁଲ ଗାନ୍ଧୀ ଓ ଯୁବ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର। କଂଗ୍ରେସକୁ ଲଜ୍ଜାହୀନ, ଟପହୀନ(ଦେହରେ ସାର୍ଟ ନଥିବା) ଏବଂ … Read More

ଛାତ୍ର କଂଗ୍ରେସର ନୂତନ ସଭାପତି ହେଲେ ବିନୋଦ ଜାଖଡ

ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ଶାଖା NSUI ଶୁକ୍ରବାର ବିନୋଦ ଜାଖଡଙ୍କୁ ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। କଂଗ୍ରେସ … Read More

ଏଆଇ ସମ୍ମିଳନୀରେ ଟି-ସାର୍ଟ ଖୋଲି କଂଗ୍ରେସ କର୍ମୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀମାନେ ଏକ ବିରାଟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତି ସମ୍ମିଳନୀରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସ ପହଞ୍ଚି … Read More

ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଜାରି ହୋଇଥିବା ମାମଲାର ଶୁଣାଣି ପାଇଁ ହାଜର ହୋଇଛନ୍ତି । … Read More

ବିଷାକ୍ତ ମଦ ନେଲା ୫ ଜୀବନ

ନୂଆଦିଲ୍ଲୀ : ବିହାରର ରୋହତାସରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିବାହରର ମାଠିଆନ୍ ଗାଁରେ ଏଭଳି ଅଘଟଣ ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ … Read More

ଆସାମ ବିଧାନସଭା ନିର୍ବାଚନ: ବିଜେପି ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କଲା କଂଗ୍ରେସ୍

ଗୌହାଟୀ ୧୯।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗୁରୁବାର ବିଜେପି ନେତୃତ୍ୱାଧୀନ ଆସାମ ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମାଙ୍କ ଉପରେ ଭ୍ରଷ୍ଟାଚାର ଓ ସଂଖ୍ୟାଲଘୁଙ୍କୁ ଡରାଇବା ପାଇଁ ରାଜ୍ୟ ସରକାରୀ କଳକୁ … Read More

ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ପାଟନା: ବିହାର ବିଧାନସଭାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟ ବିହାର ବିଧାନସଭା ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ଜାରି … Read More

ଇରାନ୍‌ରେ ଭୟଙ୍କର ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା

ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଇରାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ଜର୍ମାନୀ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଇରାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ … Read More

ଭାରତୀୟ ବିମାନ କମ୍ପାନୀ ବିରୋଧରେ ତାରିକଙ୍କ ବଡ ନିଷ୍ପତ୍ତି

ଢାକା: ବାଂଲାଦେଶରେ ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନକରିବା କାରଣରୁ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଆକାଶ ମାର୍ଗ ବ୍ୟବହାର କରିବାରୁ ବାରଣ କରିଛନ୍ତି। ଆକାଶ ମାର୍ଗର ଅନୁପଲବ୍ଧତା ଯୋଗୁଁ, କଲକାତାରୁ ଗୌହାଟୀ ଏବଂ ଇମ୍ଫାଲକୁ ଯାଉଥିବା … Read More

ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ଗିରଫ

ଲଣ୍ଡନ : ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ଲାଗିଛି। ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। … Read More