ମହଙ୍ଗା ହେଲା ବିମାନ ଯାତ୍ରା, ୧୦୦୦ଟଙ୍କା ଟିକେଟ୍ ଦାମ୍ ବଢାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ପାଇଁ ଇନ୍ଧନ ସରଚାର୍ଜ ବୃଦ୍ଧି କରିବାକୁ ଘୋଷଣା କରିଛି । ଏୟାର ଟର୍ବାଇନ୍ ଇନ୍ଧନ ସରଚାର୍ଜର ମୂଲ୍ୟ ବୃଦ୍ଧି ହେବା ଯୋଗୁଁ ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ ପଡିଛି … Read More

ଇଣ୍ଡୋନେସିଆରେ ଭୂମିକମ୍ପ, ତୀବ୍ରତା ୭.୪

ଇଣ୍ଡୋନେସିଆ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଚର ସ୍କେଲରେ ଭୂକମ୍ପରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୬ଟା ୪୮ ରେ ମୋଲୁକା ସାଗରରେ ଏହି ଭୂକମ୍ପ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଟେରନେଟ୍ ଠାରୁ … Read More

ପଶ୍ଚିମବଙ୍ଗ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏଥିଲାଗି ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ବୋଧିତ କରି ବିଜେପି … Read More

ବିଜେପି କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ

ଚଣ୍ଡିଗଡ଼: ରାଜଧାନୀ ଚଣ୍ଡିଗଡ଼ରେ ବୋମା ବିସ୍ଫୋରଣ। ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହେବା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ଶବ୍ଦ ବହୁ ଦୂରକୁ ଶୁଣାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ … Read More

ସାଇବର ଠକେଇର ଶିକାର ହେଲେ ବିଚାରପତି, ଲୁଟିନେଲେ ୯୩ ହଜାର…

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇରେ ସାଇବର ଠକମାନେ ଏକ ଆଶ୍ଚର୍ଯ୍ୟଜନକ ଅପରାଧ କରିଛନ୍ତି। ଏଥର ସେମାନଙ୍କର ଟାର୍ଗେଟ ଜଣେ ସାଧାରଣ ନାଗରିକ ନଥିଲେ, ବରଂ ନ୍ୟାୟପାଳିକା ସହିତ ଜଡିତ ଜଣେ ବିଚାରପତି ଥିଲେ। ଠକମାନେ … Read More

ଏଥର ଜନଗଣନାରେ ବିବାହିତ ଲିଷ୍ଟରେ ସାମିଲ ହେବେ ଲିଭ୍ ଇନ୍ ଦମ୍ପତି

ନୂଆଦିଲ୍ଲୀ: ଭାରତରେ ଏବେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବ ସ୍ଵୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନେଇ ନୂଆ ନିୟମ। ଲିଭ୍ ଇନ୍ ଦମ୍ପତ୍ତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ। ସମାନ ପରିବାରରେ ଏକାଠି … Read More

ଆଉ ରହିବନି ଏଲପିଜି ସିଲିଣ୍ଡର ଚିନ୍ତା, ମାଗଣାରେ ଗ୍ୟାସ୍ ଦେବ ବିଜେପି

ନୂଆଦିଲ୍ଲୀ: ମହିଳାଙ୍କର ରହିବନି ଆଉ ଏଲପିଜି ସିଲିଣ୍ଡର ଚିନ୍ତା। ଏଣିକି ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର। ଆଜ୍ଞା ହଁ ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ। ଏଭଳି କିଛି ପ୍ରତିଶ୍ରୁତି ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଇସ୍ତହାର … Read More

୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ, ସେୟାର ମାର୍କେଟ୍‌ରେ ଉତ୍ସାହ

ନୂଆଦିଲ୍ଲୀ:  ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଲା ସେୟାର ବଜାର । ୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ । ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ … Read More

ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’ର ୩୦ ହଜାର କର୍ମଚାରୀଙ୍କୁ ଛଟେଇ, ୧୨ହଜାର ଭାରତୀୟ ପ୍ରଭାବିତ

ଆମେରିକା : ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’କର୍ମଚାରୀଙ୍କୁ କଲା ଛଟେଇ । କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ୪୦%ରୁ ଅଧିକ ରହିଛି । ଏଥିରେ ୧୨୦୦୦ ଭାରତୀୟ କର୍ମଚାରୀଙ୍କ ଉପରେ … Read More

ବୀର ବିକ୍ରମ ଯାଦବ ହେଲେ ଡିଜିସିଏର ନୂଆ ଡିଜି

ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡିଜିସିଏର ଡିଜି ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି । ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ … Read More