ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଲା ଇରାନ

ତେହେରାନ୍ / ୱାଶିଂଟନ୍: ହରମୁଜ୍ ଜଳପଥ (Strait of Hormuz) କୁ ବନ୍ଦ କରିବା ପରେ ଇରାନ ଏବେ ଆଉ ଏକ ପ୍ରମୁଖ ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଇଛି। ଇରାନର ସର୍ବୋଚ୍ଚ … Read More

ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ଅକାଳ ବିୟୋଗରେ ଟିଭି ଇଣ୍ଡଷ୍ଟ୍ରି ସ୍ତବ୍ଧ

ନୂଆଦିଲ୍ଲୀ: ସନ୍ ଟିଭିର ଧାରାବାହିକ ‘କୟାଲ’ରେ ଅଭିନୟ ପାଇଁ ଲୋକପ୍ରିୟ ହୋଇପାରିଥିବା ତାମିଲ ଟିଭି ଅଭିନେତ୍ରୀ ସୁବାସିନୀଙ୍କ ଅକାଳ ମୃତ୍ୟୁ। ସୋମବାର ଚେନ୍ନାଇରେ ତାଙ୍କର ମୃତ୍ୟୁ ଘଟିଛି। ସୁବାସିନୀଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନନାହିଁ। ସେପଟେ ତାଙ୍କର ଅକାଳ … Read More

ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ତାମିଲନାଡୁର ୯ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ମଦୁରାଇ: ସଥାନକୁଲମ ହାଜତ ମୃତ୍ୟୁ ମାମଲାରେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଛି। ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ତାମିଲନାଡୁ ପୋଲିସର ୯ ଜଣ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। କୋର୍ଟ ଏହି ଘଟଣାକୁ ‘ବିରଳରୁ … Read More

‘ନିଜ ବସ୍‌ଙ୍କଠୁ କେବେ ଆଗକୁ ଯାଅନି…’ : ବହି ପଢି କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍ କଲେ ରାଘବ ଚଢା

ନୂଆଦିଲ୍ଲୀ, ୦୬/୦୪ : ଆମ୍ ଆଦମୀ ପାର୍ଟିରେ କିଛି ଠିକ୍ ଚାଲିନି । ଦଳର ରାଜ୍ୟସଭା ଉପନେତା ରାଘବ ଚଢାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଯାହାକୁ ନେଇ ଏବେ ଆପ୍ ବନାମ୍ ରାଘବ । ଆଫ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ … Read More

ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !

କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ … Read More

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ: ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା … Read More

ଇରାନର ପରମାଣୁ ପ୍ଲାଣ୍ଟକୁ ନିଶାଣ

ତେହେରାନ: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଶନିବାର ଇରାନର ବୁଶେର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଫଳରେ ଏହି ପ୍ଲାଣ୍ଟର ଜଣେ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ଜଣାପଡିଛି। ଆକ୍ରମଣରେ ପ୍ଲାଣ୍ଟର ଏକ କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। … Read More

ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ସୀମା ସୁରକ୍ଷା ବଳ ( ବିଏସ୍‌ଏଫ୍) କର୍ମଚାରୀମାନେ ଭୋଟ କେନ୍ଦ୍ରରେ ଭୋଟର ପରିଚୟପତ୍ର ଯାଞ୍ଚ କରିବେ। ଏହା ବ୍ୟତୀତ, ମତଦାନ କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରା ଉପରେ ବି ତୀକ୍ଷ୍‌ଣ ନଜର … Read More

ଆଇନ ପ୍ରଣୟନ ହେବା ସତ୍ତ୍ୱେ ବଦଳିନି ସମାଜର ଚିନ୍ତାଧାରା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ପ୍ରକୃତରେ କଣ ପରିସ୍ଥିତି ବଦଳିଛି? ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ କଟୁ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ବିଶ୍ୱାସ କରନ୍ତି ଯେ କେବଳ … Read More

ବିଜେପିରେ ମିଶିବେ ରାଘବ ଚଢା !

ନୂଆଦିଲ୍ଲୀ: ରାଘବ ଚଢା ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ। ଏପରି କଳ୍ପନାଜଳ୍ପନା ବର୍ତ୍ତମାନ ରାଜନୈତିକ ମହଲରେ ଘୂରି ବୁଲୁଛି। ସଞ୍ଜୟ ସିଂହଙ୍କ ପରେ, ସୌରଭ ଭରଦ୍ୱାଜ ଏହି କଳ୍ପନାଜଳ୍ପନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ … Read More