ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହଇଚଇ

ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା … Read More

ସ୍କର୍ପିଓ – ସ୍କୁଟି ଧକ୍କା, ପ୍ରାଣ ହରାଇଲେ ୩ ସାଙ୍ଗ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ଜିଲ୍ଲାରେ ଏକ ଛୋଟ ଭୁଲ୍ ୩ ସାଙ୍ଗ ପାଇଁ ସାଜିଲା କାଳ । ରୁଦ୍ରପୁର-ହଲଦ୍ବାନୀ ରାସ୍ତାରେ ଟାଣ୍ଡା ଜଙ୍ଗଲରେ ଏକ ସ୍କର୍ପିଓ କାର୍ ଏବଂ ସ୍କୁଟି ଧକ୍କା ହେବା ଯୋଗୁଁ ୩ ଜଣ ଯୁବକଙ୍କ … Read More

ମଣିପୁରରେ ଭୂକମ୍ପ, ତୀବ୍ରତା ୫.୨

ମଣିପୁର: ଆଜି ସକାଳେ ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁର ସହିତ, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨ କିଲୋମିଟର … Read More

ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨। ପ୍ରବେଶିକା ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇ ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଅଫିସିଆଲ … Read More

ପଚପଦରା ତୈଳ ବିଶୋଧନାଗାରରେ ଲାଗିଗଲା ନିଆଁ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିଥାନ୍ତେ ଲୋକାର୍ପଣ

ରାଜସ୍ଥାନ : ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । … Read More

ପାହାଡରେ ମାଡ଼ ହେଲା ଘରୋଇ ବିମାନ, ୨ ମୃତ

ରାୟପୁର : ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସୋମବାର ଦିନ ଆରା ପାହାଡ଼ ସହିତ ଧକ୍କା ହେବା ପରେ ଏକ ଘରୋଇ ଚାର୍ଟର୍ଡ ବିମାନ ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି … Read More

ଜମ୍ମୁରେ ପାହାଡ଼ ତଳକୁ ଖସିଲା ବସ୍: ୨୧ ମୃତ, ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ କ୍ଷତିପୂରଣ ଘୋଷଣା

ଜମ୍ମୁ କଶ୍ମୀର : ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି … Read More

ଭୋଟ୍ ନଦେଲେ ତାଲିକାରୁ କଟିଯିବ ନାଁ, ବଙ୍ଗଳାକୁ ଫେରୁଛନ୍ତି ପ୍ରବାସୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ମଧ୍ୟରେ  ଅନ୍ୟ ସହରରୁ ବେଙ୍ଗଳାକୁ ଆସୁଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୁସଲିମ୍ ଭୋଟର ବହୁ ସଂଖ୍ୟାରେ ବଙ୍ଗଳାକୁ ଫେରୁଛନ୍ତି । ବିଶେଷକରି ମାଲଦା ଏବଂ ମୁର୍ଶିଦାବାଦରୁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ … Read More

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ

ଜାପାନ : ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି ।  ୩ ମିଟର ଉଚ୍ଚ ଢେଉ ଇୱାଟେ ପ୍ରଦେଶ … Read More

ଇରାନ ଜାହାଜ ଉପରକୁ ଆମେରିକାର ଗୁଳିମାଡ଼

ଆମେରିକା : ସମୁଦ୍ର ମଝିରେ ହାଇ-ଭୋଲଟେଜ୍ ଡ୍ରାମା! । ଇରାନ ଜାହାଜ ଉପରକୁ ଗୁଳିମାଡ଼! । ଆମେରିକା ନୌସେନା ହାତରେ ଜବତ ହେଲା ଇରାନର ବିଶାଳ ଜାହାଜ। ଏ ନେଇ ‘ଟ୍ରୁଥ୍ ସୋସିଆଲ୍’ ଆକାଉଣ୍ଟରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Read More