ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ
ଭୁବନେଶ୍ଵର : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଅଗଷ୍ଟ ୯ରେ ତୃତୀୟ କିସ୍ତି ମିଳିବା ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ୍ ପଡିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉ ଥରେ ସର୍ଭେ ହେବ । ୨୧ ବର୍ଷ ହୋଇଥିବା … Read More
