ଆଉ ବିଳମ୍ବ ନକରି ସ୍ବାଧୀନତା ସଂଗ୍ରାମୀଙ୍କୁ ଶୀଘ୍ର ପେନ୍‌ସନ ଦିଅ: ହାଇକୋର୍ଟ

କଟକ: ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଏ ପର୍ଯ୍ୟନ୍ତ ପେନସନ ପ୍ରଦାନ କରା ନ ଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଆଉ ବିଳମ୍ବ ନ କରି ୬ ସପ୍ତାହ ଭିତରେ ୧୦୧ … Read More

ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି: ଯୋଗାଣମନ୍ତ୍ରୀ

ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ … Read More

ଉପମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ ନକଲେ ଆକ୍ସନ

ଭୁବନେଶ୍ୱର ୩୧।୦୭ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଚେତାବନୀ । କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦର ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ କରାଯିବାକୁ ଟାର୍ଗେଟ୍‌ ରଖାଯାଇଛି।ଏହି କମିଟି ନ କଲେ ଦରମା … Read More

ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କ ସୁପାରିସ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ, ୩୧।୭: ଶିକ୍ଷକ ବଦଳି ପ୍ରକ୍ରିୟାରେ ସାଂସଦ ଓ ବିଧାୟକଙ୍କ ସୁପାରିସକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନୀତି ବିବାଦ ଘେରକୁ ଆସିଛି। ଏହି ନୀତିକୁ ଚ୍ୟାଲେଞ୍ଜ କରି କିଛି ଶିକ୍ଷକ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଅଦାଲତ ରାଜ୍ୟ … Read More

ଡେଲିଭରୀ ବଏଙ୍କ ପାଇଁ ଆଡଭାଇଜରୀ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି । ଦୃତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି । ତାହା … Read More

୫ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଆଇଏଏସ୍ କ୍ୟାଡରରେ ଏକ ଛୋଟ ପ୍ରଶାସନିକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ ନରଭାଣେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ … Read More

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବନ୍ଧା ହେଲେ ୬ ଜଣ

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ହେଲେ ୬ ଜଣ । ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହି ଲିକ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ … Read More

ଆର୍‌ଆଇ ଅମିନ ପରୀକ୍ଷା ବାତିଲ, ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଉ ଥରେ ହେବ ପରୀକ୍ଷା

ଭୁବନେଶ୍ବର: ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା ।   ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି ।  ୨୮୯୫ ପଦବି ଖାଲି ଥିଲା ।  ପରୀକ୍ଷା ଦେବା … Read More

ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ, ଭୟରେ ଫୋପାଡି ଦେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର। କାଲି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱରର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘର ରେଡ୍‌ କରିଥିଲେ। ଆଉ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ସେହି … Read More

ସବୁ ବିଭାଗ ସହ ସମନ୍ୱୟ ରକ୍ଷା କର, ସିଡିପିଓଙ୍କୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର ।  ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି ।  ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ସରକାରଙ୍କ ପାଖକୁ ଆଣନ୍ତୁ ବୋଲି … Read More