ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା, ୨ ଜଣ ବିଶେଷଜ୍ଞଙ୍କୁ ମନୋନୀତ କଲା ଆରବିଆଇ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା। ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର। RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି … Read More

ହେଲମେଟ୍ ବିନା ପେଟ୍ରୋଲ ଦେବା ମହଙ୍ଗା ପଡ଼ିଲା; ପେଟ୍ରୋଲ ପମ୍ପକୁ ସିଲ୍ କଲେ ଜିଲ୍ଲାପାଳ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ଜିଲ୍ଲାପାଳ ହେଲମେଟ୍ ବିନା ପେଟ୍ରୋଲ ଉପରେ ରୋକ ଲଗାଇବା ପାଇଁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଗତଶୁକ୍ରବାର ଏହି ନିର୍ଦ୍ଦେଶ ଉଲ୍ଲଂଘନ ଉପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲମେଟ୍ ବିନା ପେଟ୍ରୋଲ … Read More

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା … Read More

ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

ଗଜପତି: ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର … Read More

ଶରଧାବାଲି ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ତଦନ୍ତ ରିପୋର୍ଟ

ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା। ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ … Read More

‘ବିଜେପି ସରକାରରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି’

ଭୁବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୁଲିସ୍ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି ବିଜୁ ଜନତା ଦଳ (ବିଜେଡି) କହିଛି। ଆଜି ଶଙ୍ଖ … Read More

ଗାଡ଼ି ଚାଳକ ସାବଧାନ, ଚାଲାଣ ପୈଠ ନ କଲେ ବାତିଲ୍ ହେବ ଗାଡ଼ିର ରେଜିଷ୍ଟ୍ରେସନ

କଟକ: ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି … Read More

ଜେଲ୍‌ରୁ ମୁକୁଳିଲେ ଆଇଏଏସ ଧୀମାନ ଚକମା, ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭବାନୀପାଟଣା:  ଲାଞ୍ଚ ମାମଲାରେ ଗିରଫ ଆଇଏଏସ  ଧୀମାନ ଚକମା ଜେଲ୍‌ରୁ ବାହାରିଛନ୍ତି l ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା l ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ … Read More

ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ

ଜଗତସିଂହପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ା ବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୫ ଦିନ ଭିତରେ … Read More

ୟାର୍ଡ ପୁନଃ ନବୀକରଣ କାର୍ଯ୍ୟ ନିରୀକ୍ଷଣ କଲେ ମଣ୍ଡଳ ପ୍ରବନ୍ଧକ

ସମ୍ବଲପୁର: ଭାରତୀୟ ରେଲଓ୍ବେର ବର୍ଦ୍ଧିତ ଯାତ୍ରୀ ଚାହିଦା, ଆଞ୍ଚଳିକ ବିକାଶ ଓ ଜାତୀୟ ଲଜିଷ୍ଟିକ ଆବଶ୍ୟକତା ସହିତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଦେଶବ୍ୟାପୀ ପ୍ରମୁଖ ଷ୍ଟେସନଗୁଡିକୁ ଉନ୍ନତ ଓ ଆଧୁନିକୀକରଣ କରିବା କ୍ରମରେ ସମ୍ବଲପୁର ରେଳ ଷ୍ଟେସନର ଗୁରୁତ୍ୱପୁର୍ଣ୍ଣ ୟାର୍ଡ ପୁନଃନବୀକରଣ … Read More