ଏଟିଏମ କାର୍ଡ ଲୁଟେରାଙ୍କ ଉପଦ୍ରବ; କାର୍ଡ ବଦଳାଇ ନେଇଗଲେ ୪୦ ହଜାର ଟଙ୍କା

ସୁନ୍ଦରଗଡ ୯।୮: ମହିଳାଙ୍କ ATM କାର୍ଡ ବଦଳାଇ ନେଇ ଗଲେ ୪୦ ହଜାର ଟଙ୍କା । ଏଟିଏମକୁ ଟଙ୍କା   ଉଠାଇବାକୁ ଆସିଥିବା ଜଣେ ମହିଳାଙ୍କ କାର୍ଡ ବଦଳାଇ ୪୦ ହଜାର ଟଙ୍କା ନେଇ ଗଲେ ଦୁଇ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ସଦର ଥାନା ଠେଲକୋବୁଡର ଜୟନ୍ତୀ ଟପୋ ସୁନ୍ଦରଗଡ଼ … Read More

ହାରିଗଲେ ରାଇଘର ପୀଡ଼ିତା, ଏମ୍‌ସରେ ମୃତ୍ୟୁ

ଭୁବନେଶ୍ଵର : ପ୍ରତାରଣାର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି। ୨୦ରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି। ଭୁବନେଶ୍ଵର … Read More

ସ୍କୁଲ ବାରଣ୍ଡାରେ ମଦ ପିଇ ସାର୍ ମାତାଲ, ଭିଡିଓ ଭାଇରାଲ

ଘଟଗାଁ : ମାଲ ପିଇ ମାତାଲ ସାର୍  । ହୋସ ହରାଇ ସ୍କୁଲ ବାରଣ୍ଡାରେ ଶୋଇଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତରେ ଥିବା ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଜ୍ଞାନ … Read More

ରାଜ୍ୟରେ ଖାଲି ପଡ଼ୁଛି ପ୍ଲସ ଟୁ ସିଟ୍, ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢୁଛି

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପଢ଼ିବା ଅପେକ୍ଷା ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜରେ ଦେଢ଼ ଲକ୍ଷରୁ ଅଧିକ ପ୍ଲସ୍ ଟୁ ସିଟ୍ ଖାଲି ରହିଛି। ଶିକ୍ଷାବିତ କହୁଛନ୍ତି, ଯେଉଁ … Read More

ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ।  ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ।  ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ । ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ … Read More

ଶ୍ରୀମନ୍ଦିରରେ ପାଳିତ ହେଲା ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଇଛି । ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିଲେ ଭଉଣୀ … Read More

ଖାଲି ପଡ଼ିଲା ଇଣ୍ଡିଗୋ ବିମାନ ସିଟ୍, ୧୭୦ କୋଟି ଗଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲେ। କିନ୍ତୁ ବିମାନର ସିଟ୍ ଫାଙ୍କା ପଡ଼ିବାରୁ ଏୟାରଲାଇନ୍ସକୁ ସରକାର ପ୍ରତି ମାସରେ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟ … Read More

ସାନ ଭାଇକୁ ହତ୍ୟା କଲା ବଡ ଭାଇ

ସାନ ଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡରେ । ଥାନାରେ ବଡ ଭାଇ ଆତ୍ମସମର୍ପଣ କରି ସବୁ ସତ ମାନିଥିବା ସୂଚନା ମିଳିଛି । ୫/୬ମାସ ତଳେ ହାଟପଦା ପଡାର … Read More

ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା

ରାକ୍ଷୀରେ ଆସିଲା ସୁଭଦ୍ରା ଟଙ୍କା। ଜୟପୁରରେ ସ୍ବତନ୍ତ୍ର ଉତ୍ସବରେ ଆଜି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା … Read More

ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍, Odisha Legislative ASSEMBLY ଉଦଘାଟିତ

ଭୁବନେଶ୍ୱର :  ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY ଉଦଘାଟିତ ।  ଉଦଘାଟନ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଅଧିକ ସ୍ୱଚ୍ଛ ଓ ଦକ୍ଷ ଶାସନ ଦିଗରେ ଯାତ୍ରାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ … Read More