ସ୍ତ୍ରୀ ସହ ମିଶି ମାଆର ତଣ୍ଟି ଚିପି ମାରିଦେଲା ପୁଅ
ବ୍ରହ୍ମପୁର/ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦନ୍ତାରିବଗଡ଼ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦ ଓ ଭତ୍ତା ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ନିଜ ଜନ୍ମକଲା ମାଆର ତଣ୍ଟି ଚିପି ହତ୍ୟା କରିଦେଲେ ବଡ଼ … Read More
