୧୨ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ, ଧାର୍ଯ୍ୟ ସମୟରେ କରିପାରିବେ ମତାମତ ବା ଆପତ୍ତି ଦାଖଲ
ଭୁବନେଶ୍ୱର : ଓଡ଼ିଶା ସରକାର 7 ଜିଲ୍ଲାରେ ୧୨ଟି ନୂତନ ନୋଟିଫାଇଡ୍ ଏରିଆ କାଉନସିଲ (ଏନଏସି) ଘୋଷଣା କରିବା ପାଇଁ ଯୋଜନା କରିଛନ୍ତି ସରକାର । ଏହି ଏନଏସିଗୁଡ଼ିକ ପ୍ରତିଷ୍ଠା ପାଇଁ ଏକ ଖସଡ଼ା ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ଦ୍ୱାରା ସ୍ଥାନୀୟ … Read More
