ଷ୍ଟିୟରିଂ ଛାଡ଼ିଲେ ‘ଆମ ବସ୍‌’ ଡ୍ରାଇଭର, ନିୟମିତ ମିଳୁନି ଦରମା

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ରାଜଧାନୀରେ ଗଡୁନି ଆମ ବସ୍। ୪୨ ଦିନ ହେବ ଦରମା ମିଳିନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌। ଓଭର ଡ୍ୟୁଟି ଚାପ, ESI ସମସ୍ୟା, … Read More

ରାଜ୍ୟ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ, କିଣିବେ AI ଉପକରଣ

ଭୁବନେଶ୍ୱର : ସେମିକଣ୍ଡକଟର ପରେ AIକୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ  ।  ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ ।  ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର କିଣିବେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପକରଣ  ।  ଏନେଇ ସମସ୍ତ … Read More

୩ ଚୋରଙ୍କୁ କାବୁ କଲା ପୋଲିସ, ସାରା ରାତି ଟାୱାର ଉପରେ ବସି ଥିଲେ

ଯାଜପୁର ଟାଉନ : ଧରା ପଡ଼ିଯିବା ଭୟରେ ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର ।  ସକାଳ ହେବା ପରେ ୩ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଟାୱାର କର୍ମଚାରୀ ।  ଦୀର୍ଘଦିନ ହେବ ଯାଜପୁର … Read More

ମାର୍କେଟ କମ୍ପେ୍ଲକ୍ସ ଛାତ ଭୁଶୁଡ଼ିଲା: ଜଣେ ମୃତ, ଫସି ରହିଛନ୍ତି ୪ ଜଣ

ଜୟପୁର : ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ ଛାତ ।   ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ ଭଗ୍ନାଅଂଶ ତଳେ ଆଉ ଚାରି ଜଣ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ପୋଲିସ ଓ ଅଗ୍ନିଶମ … Read More

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତା, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି : ମାଓ ସଙ୍ଗଠନକୁ ବଡ଼ ଝଟକା । ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତାର ଆତ୍ମସମର୍ପଣ ।  ସୁଜାତା ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି । ସୁଜାତା ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।   ମାଓ ସଙ୍ଗଠନରେ ସେଣ୍ଟ୍ରାଲ … Read More

ସୁଧୁରୁନି ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସୂଚନା ଦେଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର : ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର । ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ । ଭୁବନେଶ୍ୱର ଏମ୍ସ … Read More

ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଅଠା ପକାଇ ଦେଲେ, ୮ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କିଛି ଛାତ୍ରଙ୍କ ଆଖିରେ କେହି ଅଠା ପକାଇଦେବାରୁ ୮ ଅନ୍ତେବାସୀ ଗୁରୁତର ହୋଇଥିବା ଜଣାଯାଇଛି ।  ଗୁରୁତର ୮ ଜଣ ଛାତ୍ରଙ୍କୁ ଚିକିତ୍ସା ପାଇଁ … Read More

ଆସନ୍ତା ୧୭ରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟକ୍‌ୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କେଉଁଟି ଲମ୍ବ ଲାଇନ ଲଗାଇ ଚାଷୀ ଛିଡା ହେଉଛନ୍ତି ତ ଆଉ କେଉଁଠି ରାତି ଅଧରୁ ଆଧାର କାର୍ଡ ଧରି ମଧ୍ୟ ଲାଇନରେ ଲାଗିଥିବା ଦେଖିବାକୁ … Read More

ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ଭୁବେନଶ୍ବର: ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଟିମ୍ ପକ୍ଷରୁ ନାଗଙ୍କ ଘରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ … Read More

ଭାରତ ଫେରିଲେ ନେପାଳରେ ଫସିଥିବା ୨୩ ଓଡ଼ିଆ ଯାତ୍ରୀ

ଭୁବନେଶ୍ୱର: ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ। … Read More