ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ମାଂସ ପିଣ୍ଡୁଳା ବାହାରିଲା ମେରୁଦଣ୍ଡରୁ

ବ୍ରହ୍ମପୁର:  ମେରୁଦଣ୍ଡରୁ ବାହାରିଲା ମାଂସ ପିଣ୍ଡୁଳା । ନୂଆ ଜୀବନ ପାଇଲେ ରାୟଗଡ଼ା ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ବିରଳ ମେରୁଦଣ୍ଡ ଆସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୪ ଇଞ୍ଚର ଟ୍ୟୁମର ବାହାରିଛି । ରାୟଗଡ଼ା … Read More

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ୍‌ ମର୍ଡର ମାମଲା : ପୁର୍ନବାର ଜବାବ ଦାଖଲ ପାଇଁ ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ଵର : ମହାଙ୍ଗା ଡବଲ୍ ମର୍ଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୁର୍ନବାର ପ୍ରତାପ ଜେନା ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ୪ ସପ୍ତାହରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ … Read More

ଗାଁରେ କେହି ନିଶା କାରବାର କଲେ ୨୦ବର୍ଷ ବାସନ୍ଦ ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ପଡିବ

ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି । … Read More

ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ ବିଦ୍ୟାଳୟରେ

ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର  ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର … Read More

ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଧାମରା: ଜଳେଶ୍ୱରପୁର ପଞ୍ଚାୟତରେ ଥିବା ପାଞ୍ଚମୁକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ  ଅଭିଭାବକ ସ୍କୁଲରେ ପଶି ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରକୁ ମାଡ ମାରିଛନ୍ତି। ଏ ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି, … Read More

ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ଭୁବେନଶ୍ବର: ବିଧାନସଭା ପରିସରରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି ହୋଇଛି। ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ ଶାର୍ଟ ଚୋରି ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି। ତାଙ୍କ ଜିନିଷ ଫେରାଇଦେବା ଲାଗି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା … Read More

ବୀମା ପାଇଁ ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ: ଶୁଭମିତ୍ରାଙ୍କ ବାପା

ଭୁବନେଶ୍ଵର : ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ବୀମା ଟଙ୍କା ପାଇଁ ଦୀପକ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମୃତ ଶୁଭମିତ୍ରାଙ୍କ ବାପା। କେବଳ ଦୀପକ … Read More

ବରମୁଣ୍ଡା ବସ୍ ଟର୍ମିନାଲରେ ୧୧୨ ଟି ଦୋକାନ ଆବଣ୍ଟନ ପାଇଁ BDA ପକ୍ଷରୁ ଲଟେରୀ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଗୁରୁବାର ଦିନ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT) ରେ ହିତାଧିକାରୀମାନଙ୍କୁ ଦୋକାନ ଆବଣ୍ଟନ ପାଇଁ ଏକ ଲଟେରୀ କରିଥିଲେ ।  ଏହି କାର୍ଯ୍ୟକ୍ରମ କଳିଙ୍ଗ ବିହାରର K7 କଲ୍ୟାଣ ମଣ୍ଡପରେ BDA … Read More

ସ୍କୁଲ କ୍ୟାମ୍ପସରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ ।  ସହୀଦ ନଗର ଥାନା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । କ୍ୟାମ୍ପସର ଅଳିଆ ଗଦାରୁ ଉଦ୍ଧାର କରାଯାଇଛି ଏହି … Read More

ଘସିପୁ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ମୃତ

ଆନନ୍ଦପୁର : ଝାଡ଼ାବାନ୍ତି ଆତଙ୍କ ।  ଦୁଇ ମୃତ ,ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। କେନ୍ଦୁଝର ଜିଲ୍ଲା ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି ।  … Read More