ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି: ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ ଓରଫ ପ୍ରଭାତ … Read More

ଟ୍ୱିନ ସିଟିରେ ସ୍ବାଭାବିକ ହେଲା ଟ୍ରେନ୍ ଓ ବିମାନ ଚଳାଚଳ

ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’ ଯୋଗୁଁ ଆନ୍ଧ୍ରପ୍ରଦେଶରେ ୩୫ଟି ବିମାନ ବାତିଲ୍ କରାଯାଇଛି। ଆନ୍ଧ୍ର ବିମାନବନ୍ଦର ଓ ପଡ଼ୋଶୀ ଅଞ୍ଚଳରୁ ସଂଯୋଗ କରୁଥିବା ରୁଟ୍ ଗୁଡ଼ିକରେ ୩୫ରୁ ଅଧିକ ବିମାନ ବାତିଲ୍ କରାଯାଇଛି। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତାକୁ … Read More

ଟ୍ରକ-ବସ୍ ଧକ୍କା, ଡ୍ରାଇଭର ଓ ହେଲପର ମୃତ

ଜଳେଶ୍ବର: ଟ୍ରକକୁ ପଛରୁ ପିଟିଲା ବସ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ମୃତ, ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ … Read More

ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। କେତେବେଳେ ବର୍ଷାର ପରିମାଣ ବଢୁଛି ତ ଆଉ … Read More

୪ ଲକ୍ଷ ଟଙ୍କା ସହ ବ୍ରାଉନ୍‌ ସୁଗାର ଜବତ, ୭ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ୱତନ୍ତ୍ର ପୁଲିସ ସ୍ୱାର୍ଡ ଓ ବୋଲଗଡ ଥାନା ପୁଲିସ ଚଢ଼ାଉ କରି ମାଣିକାଗୋଡା ଦଳେଇସାହିରୁ ୩୧୪.୯୭୦ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୪ ଲକ୍ଷ ଟଙ୍କା, … Read More

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଯୋଗାଣ ସହାୟକଙ୍କ ଆକସ୍ମିକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଛି। ମୃତକ ରାୟଗଡ ବ୍ଲକ ପୋତ୍ତାର ପଞ୍ଚାୟତର ୩୫ ବର୍ଷୀୟ ଯୋଗାଣ ସହାୟକ … Read More

୪୮ ଘଣ୍ଟାରେ ହେବ ବିଦ୍ୟୁତ୍‌ ପୁନଃସ୍ଥାପନ : କେଭି ସିଂଦେଓ

ଭୁବନେଶ୍ଵର : ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି , ତୁରନ୍ତ ସେ ସବୁକୁ ଲଗାଇବା ପାଇଁ … Read More

ବାତ୍ୟା ପାଇଁ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 29 ତାରିଖରେ ପରିଦର୍ଶକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ବାତ୍ୟା “ମୋନ୍ଥା” କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି … Read More

ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । … Read More

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସମସ୍ତ କ୍ଷତିପୂରଣ ଦେବେ ସରକାର: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ଅଧିକ ପ୍ରଭାବି ହେବାକୁ ଥିବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ଣ ଅଛନ୍ତି ସରକାର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧ … Read More