୧୪ରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ।  ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ … Read More

ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା ।  ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ।  ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ ।  ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।  ଅଭିଯୁକ୍ତ … Read More

ଭିଜିଲାନ୍ସ ଅଫିସର ପରିଚୟ ଦେଇ ଓଏଏସ ଅଫିସରଙ୍କଠାରୁ ଠକେଇ, ଶଳା-ଭିଣୋଇ ଗିରଫ

କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ ।  ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ … Read More

ଟୋକନ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ … Read More

ସତ୍ୟବିହାରରେ ଜଳିଗଲା ବାର୍, ନଥିଲା ବିଧିବଦ୍ଧ ଲାଇସେନ୍ସ

ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି … Read More

କଲରାପତରିଆକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ

ବଣାଇ : ବଳଦ ଖାଇଦେବାରୁ ବାଘକୁ ବିଷ । କଲରାପତରିଆକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରୁ ବାଘର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ RCCF, DFO ଓ … Read More

ମୋକିମଙ୍କ ବୟାନକୁ ନେଇ କଂଗ୍ରେସରେ କନ୍ଦଳ, ଦଳରେ ଦେଖା ଦେଲାଣି ନେତୃତ୍ବ ସଂକଟ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଦଳ ଭିତରେ ଚାଲିଛି ଛକାପଞ୍ଝା। ମୋକିମଙ୍କ ବୟାନକୁ … Read More

ଭୁବନେଶ୍ୱରରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା ନିୟନ୍ତ୍ରକ(CAG)ଙ୍କ ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ … Read More

୫୯୧ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ ୧୩ତମ … Read More

ମେଡ଼ିସିନ ଷ୍ଟୋରରେ ବେଆଇନ ମଦ କାରବାର

ଭଦ୍ରକ : ମେଡ଼ିସିନ ଷ୍ଟୋର ଭିତରୁ ବାହାରିଲା ମଦ । ମେଡ଼ିସିନ ଷ୍ଟୋର ଭିତରେ ବେଆଇନ ମଦ କାରବାର। ପୋଲିସ ଡ୍ରଗ ଇନ୍ସପେକ୍ଟରଙ୍କ ମିଳିତ ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଠାରେ ଥିବା ଏକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ … Read More