ମାର୍ବାଡ଼ ମହୋତ୍ସବରେ ଯୋଗ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଲୋକସଭା ବାଚସ୍ପତି

ସମ୍ବଲପୁର: ସମ୍ବଲପୁରରେ ଲୋକସଭା ସାଂସଦ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମ୍ବଲପୁରରେ ଆୟୋଜିତ ମାରୱାଡ଼ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ।  ରାଜସ୍ଥାନ ଫାଉଣ୍ଡେସନ ଏବଂ ଖେତରାଜପୁର ମାରୱାଡ଼ି ଯୁବ ମଞ୍ଚ … Read More

କେବେ ଦୂର ହେବ ମଣ୍ଡି ସମସ୍ୟା ? ଶୀତ କାକରରେ ସାରା ରାତି ଧାରଣାରେ ବସିଲେ ଚାଷୀ

ଉମରକୋଟ: ସରୁନି ମଣ୍ଡି ସମସ୍ୟା ।  ପ୍ରବଳ ଥଣ୍ଡାକୁ ଖାତିର ନକରି ହାକ ପାଇଁ ରାଜରାସ୍ତାରେ ଧାରଣା ।  ଶୀତ କାକରରେ ରାତି ସାରା ଧାରଣାରେ ବସିଛନ୍ତି ଚାଷୀ ।  ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ଜିଲ୍ଲାର ୩ଟି … Read More

ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ, ସୀମା ଆରପାରିରେ ସକ୍ରିୟ ଆତଙ୍କୀ କ୍ୟାମ୍ପ

ନୂଆଦିଲ୍ଲୀ:  ବିଏସଏଫର ବଡ଼ ସୂଚନା ।  ସୀମା ଆରପାରିରେ ପୁଣି ସକ୍ରିୟ ଆତଙ୍କବାଦୀ କ୍ୟାମ୍ପ । ପାକିସ୍ତାନ ସୀମାରେ ଜୈସ-ଇ-ମହମ୍ମଦର ୯ଟି ନୂଆ ଆଡ୍ଡା ଥିବା ସୂଚନା ମିଳିଛି ।  ଅପରେସନ୍ ସିନ୍ଦୂର ପରେ ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ ।  … Read More

ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ

ଭୁବନେଶ୍ବର: ଜାନୁଆରୀ ପହିଲାରୁ ରାଜ୍ୟରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ସେ କହିଛନ୍ତି ଯେ, ଏମଭିଆଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା … Read More

ଘରୋଇ ସ୍କୁଲ ପରିସରରେ ଆମ୍ବ ଗଛରୁ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ମୁନିଗୁଡ଼ା: ସ୍କୁଲ ପରିସରରେ ଥିବା ଏକ ଆମ୍ବ ଗଛରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତଗର୍ତ ଏକ ଘରୋଇ ସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକର ଏକ ଘରୋଇ … Read More

ବ୍ରାହ୍ମଣୀରେ ବୁଡ଼ି ଯୁବକ-ଯୁବତୀ ମୃତ

ସୁନ୍ଦରଗଡ଼: ବ୍ରାହ୍ମଣୀ ନଦୀରେ ବୁଡ଼ି ଚାଲିଗଲା ଯୁବକଯୁବତୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରୁ ସାମ୍ନାକୁ ଆସିଛି। ସୋମବାର ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟରୁ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ … Read More

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା : ଟିକଟ୍ କନଫର୍ମ ନ ଥିବାରୁ ପାଇଖାନା ପାଖରେ ବସି ରେଳ ଯାତ୍ରା

ଭୁବନେଶ୍ଵର: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ … Read More

ଟଙ୍କା ଫେରସ୍ତ ପାଇବେ ସବୁ ଚିଟ୍‌ଫଣ୍ଡ ଜମାକାରୀ: ମନମୋହନ

ଭୁବନେଶ୍ଵର: କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି … Read More

ରାଜ୍ୟର ୩୦ ଜିଲ୍ଲାରେ ହେବ ୩୦ ଶିଳ୍ପ: ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର  : ୩୦ ଜିଲ୍ଲାରେ ୩୦ ଶିଳ୍ପ  । ୧୬ଟି କ୍ଷେତ୍ରରେ ହେବ ନିବେଶ ।  ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶା ହେବ ପୁଞ୍ଜିନିବେଶର ହବ୍ … Read More

ଓଟିପି ପଠାଇ ଯୁବକଙ୍କଠାରୁ ସାଇବର ଠକ ଲୁଟି ନେଲେ ୪ ଲକ୍ଷ ଟଙ୍କା

ତାଳଚେର : ସାଇବର ଠକଙ୍କ ପଞ୍ଝାରେ ଯୁବକ ।  ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା ।  ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହେଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । … Read More