ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ

କଟକ: ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ ।  ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଙ୍ଘ । ୧୪ ଟି ପାରାମିଟର … Read More

ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେପି ପ୍ରାର୍ଥୀ ଭାବେ ୩ ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ଭାପତି … Read More

ଖରା ନକମିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର: ବଢ଼ିପାରେ ଖରାଛୁଟି । ଖରା ନକମିଲେ ବଢ଼ିପାରେ ଖରାଛୁଟି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଛନ୍ତି ମନ୍ତ୍ରୀ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ କହିଛନ୍ତି … Read More

ଟଙ୍କା ପାଇଁ ଡାକ୍ତରଖାନରେ ବନ୍ଧା ପଡିଛି ମୃତଦେହ, ଆଣିବା ପାଇଁ ମାଆ-ବାପାଙ୍କ ଆକୁଳ ନିବେଦନ

ଟିଟିଲାଗଡ଼: ଟଙ୍କା ପାଇଁ ୪ ଦିନ ହେଲା ବନ୍ଧା ପଡିଛି ମୃତଦେହ । ମୃତଦେହ ଆଣିଦେବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ । ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଟଙ୍କା ପାଇଁ ଭେଣ୍ଡିଆ ପୁଅର ମୃତଦେହ … Read More

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ: ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ … Read More

ଡେଲିଭେରୀ ବୟଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ତାପସ ବେହେରା ନାମକ ଜଣେ ଯୁବକ ଡେଲିଭେରୀ … Read More

ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। … Read More

ସାତକୋଶିଆରେ ନରହନ୍ତା ଦନ୍ତାକୁ ଛଡାଯିବା ପରେ ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ

ଠାକୁରମୁଣ୍ଡା:ଅନୁଗୁଳର ଦୁର୍ଦ୍ଧାନ୍ତ ନରହନ୍ତା ଦନ୍ତା ହାତୀକୁ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ଛଡାଯିବା ଖବର ପରେ ,ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ।ଅନୁଗୁଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ମରା ଦୁର୍ଦ୍ଧାନ୍ତ ଦନ୍ତା ହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ … Read More

ହାତୀ ଆକ୍ରମଣରେ ଚାଷୀ ମୃତ, ଗ୍ରାମରେ ଚାପା ଉତ୍ତେଜନା

ଦେବଗଡ : ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା (୫୫) ବୋଲି ଜଣାପଡିଛି। ହାତୀ … Read More

୧୦ରୁ ୧୨ ସୁଦ୍ଧା ଓଡ଼ିଶା ପହଞ୍ଚିବ ମୌସୁମି !

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଏବଂ ତାମିଲନାଡୁର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି। ଏନେଇ ବୁଧବାର ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ମୌସୁମି ବାୟୁ ଦକ୍ଷିଣ-ପଶ୍ଚିମ … Read More