ରଥଯାତ୍ରା: ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ଚଳାଚଳ କରିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର/ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ୨୭ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ | ଏହି ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି | ଏହାକୁ … Read More

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର … Read More

ଇରାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ବାୟୁକ୍ଷେତ୍ର ବ୍ୟବହାର କରିଥିଲା ଆମେରିକା

ଇସଲାମାବାଦ: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ନେଇ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକାର ବୋମାବର୍ଷୀ ବିମାନ ବି-୨ ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ମହାସାଗରରେ ଥିବା ଡିଏଗୋ ଗ୍ରାସିଆ ଦ୍ବୀପରୁ ବାହାରି ପାକିସ୍ତାନର ବାୟୁକ୍ଷେତ୍ର … Read More

୧ରୁ ସବୁ ପୁରୁଣା ଗାଡ଼ିକୁ ଇନ୍ଧନ ମନା

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି ଶେଷ (ଇଓଏଲ୍‌) ହୋଇଥିବା ଗାଡି, ଅର୍ଥାତ୍‌ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ବର୍ଷରୁ ଅଧିକ ପୁରୁଣା … Read More

ଇରାନରୁ ଫେରିଲେଣି ୧୧୧୭ ଭାରତୀୟ

ନୂଆଦିଲ୍ଲୀ : ଅପରସେନ ସିନ୍ଧୁ ଅନୁଯାୟୀ ଇରାନରୁ ୪ଟି ପର୍ଯ୍ୟାୟରେ ମୋଟ ୧୧୧୭ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଶୁକ୍ରବାର ରାତି ୧୧ଟା ୩୨ ମିନିଟରେ ପ୍ରଥମ ଦଫାରେ ୨୯୦ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି। … Read More

ପହଲଗାଓଁ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ

ଜମ୍ମୁ : ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ରବିବାର ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସଂସ୍ଥା। ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ଭୟଙ୍କର ଆକ୍ରମଣ … Read More

ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ: ଆମେରିକାର ତେହେରାନ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତିଙ୍କୁ ଫୋନ୍ କରିଛନ୍ତି। ପରିସ୍ଥିତିକୁ ତୁରନ୍ତ ହ୍ରାସ କରିବା, ଆଲୋଚନା ଏବଂ କୂଟନୀତିକୁ ଆଗକୁ ବଢାଇବା ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ … Read More

ଭାରତଠାରୁ ଶିଖିଲି, ଇରାନ ଉପରେ ପ୍ରୟୋଗ କଲି !

ଇସଲାମାବାଦ: ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତ ଯେପରି ପାକିସ୍ତାନକୁ ଚକିତ କରିଥିଲା, ସେହିପରି ଆମେରିକା ଏବେ ସମାନ ଢଙ୍ଗରେ ଇରାନରେ ବିନାଶ ଘଟାଇଛି। ଆମେରିକାର ବି-୨ ବୋମାବର୍ଷୀ ବିମାନ ଇରାନର ଗୁପ୍ତ ପରମାଣୁ ସ୍ଥାନଗୁଡ଼ିକ ଉପରେ ବୋମା ପକାଇ ଫେରିଆସିଛି। ସବୁଠାରୁ … Read More

ଆମେରିକା ଆକ୍ରମଣ ପରେ କ୍ରୋଧିତ ଇରାନ, ଇସ୍ରାଏଲ ଉପରେ ୩୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା

ଜେରୁଜେଲମ: ରବିବାର ସକାଳେ ଯାହା ଭୟ ଥିଲା ତାହା ଘଟିଛି। ଆମେରିକା ରବିବାର ଭାରତୀୟ ସମୟ ଭୋର୍ ସାଢ଼େ ୪ଟାରେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହା ପରେ ଇରାନ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ … Read More

ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ: ତିନୋଟି ପରମାଣୁ ସ୍ଥାନ ଉପରେ ବିମାନ ଆକ୍ରମଣ

ୱାଶିଂଟନ: ଆମେରିକା ଏବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋସିଆଲ ମିଡିଆରେ … Read More