ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ, ଛୁରା ଓ ଗୁଳି ମାଡ଼ ହୋଇଥିବା ଅଭିଯୋଗ
ମୟୁରଭଞ୍ଜ : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଆକ୍ରମଣ ବେଳେ ଛୁରାମାଡ଼ ଓ ଗୁଳି ମାଡ଼ ହୋଇଥିବା ଜଣାଯାଇଛି । ଜଣେ ମହିଳା ସମେତ ୩ ଜଣ ଗୁରୁତର ହୋଇଛନ୍ତି । … Read More
