ବିଜେପି ଛାଡ଼ି ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର
ପାଟନା: ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର। ବିହାରର ପ୍ରସିଦ୍ଧ ୟୁଟ୍ୟୁବର ତଥା ରାଜନେତା ମନୀଷ କଶ୍ୟପଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିହାରର ରାଜଧାନୀ ପାଟନାର … Read More
