ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପି ନିଜର ଦବଦବା ବଜାୟ ରଖି ନନ୍ଦୀଗ୍ରାମ ଏବଂ ମୁସଲିମ ବହୁଳ ରେଜିନଗର ଆସନରେ ଐତିହାସିକ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଦଳ ନନ୍ଦୀଗ୍ରାମରେ ୧.୨୨ ଲକ୍ଷରୁ ଅଧିକ ଭୋଟ୍‌ର ରେକର୍ଡ ବ୍ୟବଧାନରେ … Read More

ୟୁପିଆଇ ପେମେଣ୍ଟକୁ ନେଇ ବଡ଼ ଅପ୍‌ଡେଟ୍, ୨୦୨୭ ମସିହା ଜାନୁଆରୀ ପହିଲାରୁ ଲାଗୁ ହୋଇପାରେ ଏମ୍‌ଡ଼ିଆର୍

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ବଡ଼ ଅପ୍‌ଡେଟ୍। ଘୁଞ୍ଚିବ UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ। ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। … Read More

CJP ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ୨୩ ହଜାର ଯବାନ ମୁତୟନ, ଆନ୍ଦୋଳନରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ରାଜଧାନୀରେ ବଡ଼ ପ୍ରତିବାଦ! ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରେଇ ରହିବାକୁ ପରାମର୍ଶ, ବସ୍‌ରୁ PG ହଷ୍ଟେଲ୍‌ ପର୍ଯ୍ୟନ୍ତ ପୋଲିସର କଡ଼ା ନଜର। ଦିଲ୍ଲୀରେ ଆନ୍ଦୋଳନକୁ ରୋକିବା ପାଇଁ ପ୍ରସ୍ତୁତି ଜୋରଦାର! ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥା, ରାସ୍ତାରେ ପୋଲିସର ନଜର, … Read More

ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ । ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଏହି ଗସ୍ତ … Read More

ରାଜ୍ୟର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ‘ଓଡ଼ିଶା ଫାୟାର ଆଣ୍ଡ ସେଫ୍ଟି ଆସୋସିଏସନ୍’ (OFSA) ର ମିଳିତ ସହଯୋଗରେ ବରମୁଣ୍ଡା ସ୍ଥିତ ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA) ପରିସରରେ ରାଜ୍ୟର ପ୍ରଥମ ‘ଫାୟାର ସେଫ୍ଟି ଏକ୍ସପୋ ୨୦୨୬’ … Read More

ବିଡିଓଙ୍କ ମନୋମୁଖୀ କାମକୁ ନେଇ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଲା ବିଜେଡି, ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି

ପଟ୍ଟାମୁଣ୍ଡାଇ: ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ମୁଖ୍ୟ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଥଲା ବିଜେଡି । ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ହସ୍ତକ୍ଷେପ … Read More

ନୟାଗଡ଼ର ଚାରି ଓ ଭଦ୍ରକର ଦୁଇଟି କଲେଜରେ ନିର୍ବାଚନ ବାତିଲ; ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା

ନୟାଗଡ଼ : ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, … Read More

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା

କେନ୍ଦୁଝର : ବଡବିଲ ଥାନା ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ … Read More

ପାଣି ଟାଙ୍କି ସଫା ବେଳେ କରେଣ୍ଟ ଲାଗି ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର  : ପାଣି ଟାଙ୍କି ସଫା ବେଳେ ଅଘଟଣ ।  ଭୁବନେଶ୍ବର ହାଇଟେକ୍ ଆପାର୍ଟମେଣ୍ଟରେ ଅଘଟଣ ।  ବିଦ୍ୟୁତ୍ କରେଣ୍ଟ ଲାଗି ଜଣଙ୍କର ମୃତ୍ୟୁ ଅଭିଯୋଗ ।  ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଘଟିଛି ଘଟଣା ।  ମୃତକ ହେଲେ ଆଶିଷ କୁମାର … Read More

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଦଶହରା ବେଳକୁ ପ୍ରବଳ ବର୍ଷିବ !

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଥାଇଲ୍ୟାଣ୍ଡ ଉପସାଗର ଅଞ୍ଚଳରୁ ଉଠିଥିବା ଏକ ସକ୍ରିୟ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ … Read More