ଅକ୍ଟୋବରରୁ ବଦଳିବ SBI ATM ଓ ନଗଦ ଉଠାଣ ନିୟମ
ନୂଆଦିଲ୍ଲୀ : ଏସବିଆଇ ଆଣିଲା ବଡ ଖବର। ଯଦି ଆପଣଙ୍କର ଦେଶର ସବୁଠାରୁ ବଡ଼ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଆକାଉଣ୍ଟ ଅଛି, ତେବେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଏହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। … Read More
