ମଝି ଆକାଶରେ ପାଇଲଟଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

ତେଲ ଅଭିଭ: ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନ FZ1073 ଅନ୍ତର୍ଜାତୀୟ ଟ୍ରାନ୍ସପଣ୍ଡରରେ ୭୫୦୦ କୋଡ୍ ଟ୍ରାନ୍ସମିଟ୍ କରିବା ସମୟରେ ଆତଙ୍କ ଖେଳିଯାଇଥିଲା। କାରଣ ମଝି ଆକାଶରେ ପାଇଲଟକୁ ଛୁରାମାଡ଼ ହୋଇଥିଲା। ୨ ପାଇଲଟଙ୍କ ଝଗଡ଼ାରୁ ଛୁରାମାଡ଼ … Read More

ଅକ୍ଟୋବର ୨ରୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ ବା … Read More

ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼

ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା … Read More

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ୩ ଦିନ ମାଗଣା ପ୍ରବେଶ

ପୁରୀ : ୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ … Read More

ରବି ଫସଲର MSP ବଢ଼ାଇଲା କେନ୍ଦ୍ର

ଭୁବନେଶ୍ବର:  ରବି ଫସଲ ପାଇଁ ବଢ଼ିଲା MSP|| ଚାଷୀଙ୍କୁ କେନ୍ଦ୍ରର ବଡ଼ ଉପହାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି । ଗହମ, … Read More

ଜମି ବେପାର ନାଁରେ ୩ କୋଟି ଠକେଇ, ଟଙ୍କା ମାଗିବାରୁ ମିଳୁଛି ହତ୍ୟା ଧମକ

ଭୁବନେଶ୍ବର: ଜମି ବେପାର ନାଁରେ ୩ କୋଟି ଠକେଇ ଅଭିଯୋଗ । ବ୍ୟବସାୟ କରିବା କହି ନେଇଗଲେ ୩ କୋଟି । ମୂଳ ଟଙ୍କା ମାଗିଲେ ଆସୁଛି ଜୀବନରେ ମାରିଦେବାର ଧମକ । ଏଭଳି ଅଭିଯୋଗ ନେଇ ପାରାଦୀପ ଅଭୟଚାନ୍ଦପୁର୍ ଥାନାର ଦ୍ୱାରସ୍ଥ … Read More

ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ, ମଲଗୁଡ଼ିକରେ ଫାୟାର ସେଫ୍ଟି ବିଭାଗର ଯାଞ୍ଚ

ଢେଙ୍କାନାଳ: ଢେଙ୍କାନାଳ ସହରର ବିଭିନ୍ନ ସପିଙ୍ଗ ମଲ୍ ଉପରେ ଫାୟାର ସେଫଟି ମେଜର ଯାଞ୍ଚ ।  ଓଡିଶା ସରକାରଙ୍କ ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା ମାଧ୍ୟମରେ ଫାୟାର ସେପ୍ଟି ମେଜର ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି ।  ଏହି ଅବସରରେ ସହର ମଧ୍ୟରେ ଥିବା … Read More

ସୁଧୁରୁଛି ଓରାଙ୍ଗଉଟାନଙ୍କ ସ୍ୱାସ୍ଥାବସ୍ଥା, ସୁହାଉଛି ଓଡ଼ିଶା ଜଳବାୟୁ, ବଢ଼ୁଛି ଓଜନ

ଭୁବନେଶ୍ବର: ଓରାଙ୍ଗଉଟାନଙ୍କୁ ସୁଟ କରୁଛି ଓଡ଼ିଶା ଜଳବାୟୁ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ … Read More

ଚାଲାଣ ବେଳେ ଯୋଗାଣ ବିଭାଗର ଆକ୍ସନ, ଗ୍ୟାସ ସିଲିଣ୍ଡର ବୋଝେଇ ୨ ମିନି ଟ୍ରକ ଜବତ

ଭୁବନେଶ୍ବର: ମିନି ଟ୍ରକରେ ଚୋରାରେ ଗ୍ୟାସ ସିଲିଣ୍ଡର ଚାଲାଣ । ଯୋଗାଣ ବିଭାଗର ଚଢ଼ାଉ । ପାହାଳରେ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଟି ମିନି ଟ୍ରକ ଜବତ କଲେ ଯୋଗାଣ ବିଭାଗ ଅଧିକାରୀ । ପାହାଳ ଥାନା ଅଞ୍ଚଳରୁ ଜବତ କରି ଥାନାରେ … Read More

ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି, ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ

ଭୁବନେଶ୍ବର: ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି । ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଆଉ ପାଦେ ଆଗକୁ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତ୍ରୁଟିମୁକ୍ତ ଭୋଟର … Read More