ଇଣ୍ଡୋନେସିଆରେ ୫.୨ ତୀବ୍ରତାର ଭୂମିକମ୍ପ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ରବିବାର ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ସୂଚନା ଅନୁଯାୟୀ, ସକାଳ ୫ଟା ୭ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ … Read More

ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ମୋଦିଙ୍କ ସହ ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ । ବିମାନ ଉଡ଼ାଣ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ … Read More

ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ; ପାକ୍ ହାଇକମିଶନଙ୍କୁ ସମନ୍

ନୂଆଦିଲ୍ଲୀ: ସୀମାପାର୍ ବେଆଇନ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର ‘ନିରନ୍ତର ସହାୟତା’କୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଭାରତ ଶନିବାର ଦିନ ପାକିସ୍ତାନ ହାଇକମିଶନର ‘ଚାର୍ଜ ଡି’ଆଫେୟାର୍ସ’ (Charge d’Affaires) ସାଦ ୱାରାଇଚ୍‌ଙ୍କୁ ସମନ କରିଛି । ଇସଲାମାବାଦସ୍ଥିତ ଭାରତୀୟ … Read More

CEC ଜ୍ଞାନେଶ କୁମାରଙ୍କ ବିରୋଧରେ କେରଳମ୍ ସରକାରଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍‌ରେ ଏକ ଆତ୍ମହତ୍ୟା … Read More

ବିରୋଧ ପ୍ରଦର୍ଶନ ବେଳେ ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ … Read More

ଜନସମ୍ପର୍କ ପଦଯାତ୍ରା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ, ୩ଟି ଗାଡ଼ି ଭଙ୍ଗାରୁଜା

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ। ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ … Read More

ଡକାଡ଼କି ହୋଇ ଚାଲିଗଲେ, ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ସ୍ତ୍ରୀ

ଅନୁଗୋଳ: ଗୋଟିଏ ଦିନ। କେଇ ଘଣ୍ଟାର ବ୍ୟବଧାନ। ପ୍ରଥମେ ଚାଲିଗଲେ ସ୍ୱାମୀ, ଆଉ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବାର କିଛି ସମୟ ପରେ ଆଖି ବୁଜିଲେ ସ୍ତ୍ରୀ। ସ୍ୱାମୀଙ୍କ ଜୁଇ ନ ଲିଭୁଣୁ, ଜଳିଲା ସ୍ତ୍ରୀଙ୍କ ଜୁଇ। ଜୀବନରେ ଦୁଃଖ-ସୁଖରେ ପରସ୍ପରର … Read More

ଶୋଇଥିବା ବେଳେ ଘରେ ପଶି ଆକ୍ରମଣ କଲା ବାଘ, ଗୋଟିଏ ପରିବାରର ୬ ଗୁରୁତର

ନୂଆପଡା: ଘରକୁ ପଶିଲା ବାଘ । ଗୋଟିଏ ପରିବାରର ୬ ଗୁରୁତର । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁର ଘଟଣା । ଶନିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା … Read More

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ଗୁଳିମାଡ଼

ପୁରୀ: ପୁରୀ ବ୍ରହ୍ମଗିରିରେ ଗୁଳିମାଡ଼। କାଳିକାବାଡ଼ିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । … Read More

ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ଲାଗି ଖସଡ଼ା ପ୍ରସ୍ତୁତ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ବଡ଼ ପରୀକ୍ଷା ହେବ। ସରକାରକୁ ଆସିବା ପରେ ବିଜେପି ପାଇଁ ବଡ଼ ଆହ୍ଵାନ ପାଲଟିଛି। ତେଣୁ ଦଳ କେମିତି ଏହି ନିର୍ବାଚନୀ ବୈତରଣୀ ପାରି ହେବ … Read More