ଆସନ୍ତାକାଲି କୋରାପୁଟ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, HAL ୟୁନିଟ୍ କରିବେ ପରିଦର୍ଶନ
କୋରାପୁଟ : ଆସନ୍ତାକାଲି ଦିନିକିଆ କୋରାପୁଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୁନାବେଡ଼ା HAL ପରିଦର୍ଶନ ସହ ପ୍ରତିରକ୍ଷା ଉତ୍ପାଦନ କାର୍ଯ୍ୟର ସମୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ର ସ୍ୱତନ୍ତ୍ର ହେଲିପ୍ୟାଡରେ ଅବତରଣ … Read More
