ଆର୍ଜିଏଚ୍ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ … Read More
