ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
କେନ୍ଦ୍ରାପଡ଼ା: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ । କୋଲକାତାରେ ବିବାହ କରେଇବାକୁ କହି ଅପହରଣ କରିଥିଲା ଅଭିଯୁକ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନର୍ଗତ ବାଉଳକାଣୀ ପଞ୍ଚାୟତ ଆମ୍ବବେଲାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଦଶମ … Read More
