ଭାରତକୁ ଚୀନ ଦେଲା ଝଟ୍‌କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !

ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ … Read More

ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ : ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଦୁଷ୍କର୍ମକାରୀକୁ ୧୦ ବର୍ଷ … Read More

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦ ହରାଇଲେ ବିଧାୟକ

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦବୀ ହରାଇଛନ୍ତି ବିଧାୟକ ଆବ୍ବାସ ଅନସାରୀ। ଉତ୍ତରପ୍ରଦେଶର ମାଉ ବିଧାୟକ ଅବ୍ବାସ ହେଉଛନ୍ତି ପୂର୍ବତନ ବିଧାୟକ ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପୁଅ। ଅବ୍ବାସ ସୁହେଲଦେବ ଭାରତୀୟ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇ ମାଉ ବିଧାନସଭା ଆସନରୁ … Read More

୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ, ୭ ମାଉଜର ଓ ୬ ମାଗାଜିନ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଓ ଗୋଷାଣି ନୂଆଗାଁ ପୋଲିସର ଚଢ଼ାଉ । ୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ । ସେମାନଙ୍କ ନିକଟରୁ ୭ମାଉଜର, ୬ ମାଗାଜିନ, ୩୪ ଗୁଳି, ନଗଦ ୧ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଛି । ବଡ଼ଧରଣର … Read More

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା  ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ  ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ  (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ  ଉଡ଼ିବ । ଦୁବାଇ, … Read More

ଗତ ୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ ‌ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚି ଯାଇଛି। ୨୪ଘଣ୍ଟା … Read More

କ୍ରୁଟର ବଡ଼ ନିଷ୍ପତ୍ତି: ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍‌ ଡ୍ରାଇଭିଂ ମନା

ଭୁବନେଶ୍ୱର: ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା। ଫଳରେ ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ … Read More

ଇରାନ ପରମାଣୁ ବୋମା ତିଆରି କରିବାକୁ ଯାଉଛି : ଆଇଏଇଏ

ତେହେରାନ : ଇରାନରୁ ଆସୁଥିବା ରିପୋର୍ଟ ସାରା ବିଶ୍ୱର ଉତ୍ତେଜନାକୁ ପୁଣି ଥରେ ବୃଦ୍ଧି କରିଛି। ଜାତିସଂଘର ପରମାଣୁ ସୁରକ୍ଷା ସଂସ୍ଥା ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ ଗୁପ୍ତ ରିପୋର୍ଟ ଅନୁଯାୟୀ, ତେହେରାନ ଅସ୍ତ୍ର-ଗ୍ରେଡ୍ ୟୁରାନିୟମର ଷ୍ଟକ୍ ଆହୁରି ବୃଦ୍ଧି … Read More

ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି, ଭୟଭୀତ ନ ହେବାକୁ କହିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଗତକାଲି ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୫ ରହିଥିଲା । ଏବେ ଆଉ ଦୁଇ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା … Read More

ବିଳମ୍ବରେ ଅଫିସ ଆସିବାରୁ ୧୫ ଜଣଙ୍କ ଦରମା ବନ୍ଦ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ

କଟକ: ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ। ଏଣିକି ଅଫିସରେ ଡେରିରେ ପହଞ୍ଚିଲେ ହୋଇ ପାରେ ଦରମା ବନ୍ଦ। ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୫ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷର … Read More