ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି: ସପ୍ତଗିରି

ଲକ୍ଷ୍ମୀପୁର: ରାଜ୍ୟରେ ବେଆଇନ ମଦ କାରବାର ଚାଲିଛି। ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଲକ୍ଷ୍ମୀପରୁରେ ବେଆଇନ ମଦ କାରବାର ହେଉଛି। ଏହାର ସ୍ଥାନୀୟ ବିଜେପି … Read More

ବିଧାୟକଙ୍କ ଜିଦ୍ ପରେ ନଇଁଲା ପ୍ରଶାସନ: ଜୁନ୍‌ ୬ରେ ତ୍ରିପାକ୍ଷିକ ଆଲୋଚନା, ନିଷ୍ପତ୍ତି ଯାଏଁ କୋଇଲା ପରିବହନ ବନ୍ଦ

ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍‌ ପଠାଅ । ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ … Read More

ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ

ରାଉରକେଲା: ରାଉରକେଲା ରଘୁନାଥ ପାଲି ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ … Read More

ଓମ୍‌ଫେଡ଼ କ୍ଷୀର ଦର ୨ ଟଙ୍କା ବଢିବ, ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ପାଇବେ ଉତ୍ପାଦକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ବିଶ୍ବ ଦୁଗ୍ଧ ଦିବସ-୨୦୨୫ ପାଳିତ ହୋଇଯାଇଛି। ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ … Read More

ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌, ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ବର: କୋଭିଡ୍‌-୧୯ ପୁଣି ଥରେ ସାରା ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏଣେ ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ … Read More

ସେବାୟତଙ୍କ ବିବାଦରୁ ନୀତି ୬ ଘଣ୍ଟା ବିଳମ୍ବ: ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା ଦର୍ଶନ

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ କୌଣସି ସମସ୍ୟା ହେବ ନାହିଁ। ସେବାୟତଙ୍କ ଭିତରେ ଯଦି କୌଣସି ବିବାଦ ଉପୁଜେ, ସେଥିପାଇଁ ପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ନୀତିରେ ବିଶୃଙ୍ଖଳା ଦେଖାଯାଏ ତେବେ ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ … Read More

ଓଡ଼ିଶା ପରେ ବିଜେପି ଫୋକସରେ ପଶ୍ଚିମବଙ୍ଗ: ୨୦୨୬ରେ ସରକାର ଗଢ଼ିବାକୁ ରଣନୀତି

କୋଲକାତା: ଆକ୍ସନ ମୋଡରେ ବିଜେପି । ଏଥର କଳେ ବଳେ କୌଶଳେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି । ଭାରତର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାରେ ଥିବା ଅନ୍ୟ ଦଳମାନଙ୍କୁ ପରାଜିତ କରି ଗେରୁଆ ଗଡ଼ କରି ଚାଲିଥିବା … Read More

ଅପରେସନ ସିନ୍ଦୂର; ସାମରିକ ତ୍ରୁଟିକୁ ସ୍ବୀକାର କଲେ ସିଡିଏସ୍‌

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମେ’ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ୯ ଆଡ୍ଡାସ୍ଥଳ ଧ୍ବଂସ କରାଯାଇଥିବାବେଳେ ୧୧ ବାୟୁସେନା ଘାଟି … Read More

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୨ ମୃତ

ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ ଯୋଗୁ ୩୨ ଜଣଙ୍କ ଜୀବନ ଗଲାଣି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମିଜୋରାମ ଓ ମେଘାଳୟ ଭଳି ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି। ଏଥିରେ ୧୨ … Read More

୩ ବର୍ଷ ମଧ୍ୟରେ ରୁଷ୍‌ର ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

କିଭ୍: ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି ପରେ ପରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିବା କୁହାଯାଇଛି | ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ … Read More