ଲକ୍ଷ୍ମୀପୁରରେ କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ
ଲକ୍ଷ୍ମୀପୁର : କାଳ ବୈଶାଖୀ ନେଇଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କାଳ ବୈଶାଖୀ ବଜ୍ରପାତରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ କାଳ ବୈଶାଖୀ ବର୍ଷା … Read More
