ଖରା ଦିନେ ହେବନି ବିଦ୍ୟୁତ କାଟ, ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ
ଭୁବନେଶ୍ୱର : ଚଳିତ ବର୍ଷ ହେବନି ପାୱାରକଟ୍ । ଖରା ଦିନେ ହେବନି ବିଦ୍ୟୁତ କାଟ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ … Read More
