ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବଡ ପରିବର୍ତ୍ତନ

ପୁରୀ : ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଦେଖାଦେବ ବଡ ପରିବର୍ତ୍ତନ । ଚଳିତବର୍ଷ ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ। ଦିନ ବଦଳରେ ରାତିରେ ସୁନାଵେଶ ଓ ଦୋଳବେଦୀରେ … Read More

ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର

ସୁବର୍ଣ୍ଣପୁର : ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର … Read More

‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ

ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ … Read More

ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି … Read More

ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

ବାରଙ୍ଗ ୨୨।୨: ଢଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି ଶ୍ରମିକ । ବାରଙ୍ଗ ବ୍ଲକ୍ ପୁରୀ ମେନ୍ କେନାଲ ଉପରେ ଚାଲୁଥିଲା ସେତୁ କାମ । ତେବେ ଖରାପ … Read More

ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା, ୨୨/୦୨ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପୋଲିସ ଅଧିକାରୀ । ଝାରସୁଗୁଡା ଜିଲ୍ଲାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ … Read More

ବଣ୍ଡାଘାଟିରେ ବାଟ ହୁଡ଼ିଛି ବିକାଶ: ୮ କିମି ଗଲେ ମିଳୁଛି ରାସନ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ବତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, … Read More

ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

ଜଗତସିଂହପୁର: ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫୦ରୁ ଅଧିକ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ୫ଟି ଦମକଳ ନିୟୋଜିତ। ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ପରିବା ଦୋକାନ ପୋଡ଼ିପାଉଁଶ … Read More

ସେଣ୍ଟ୍ରାଲ କମିଟି ମେମ୍ବର ଦେବଜୀ, ରାଜିରେଡ୍ଡୀ ସହ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ତେଲେଙ୍ଗାନା ପୁଲିସ ନିକଟରେ ଦୁଇ ଦୁର୍ଦାନ୍ତ ମାଓ ନେତା ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ତେଲେଙ୍ଗାନା ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନଥିବା ବେଳେ ଆଗାମୀ ଦୁଇ ଦିନ … Read More

ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ଅଲଟ୍ରାସ୍କାନ୍ ସୁବିଧା?

ନବରଙ୍ଗପୁର : ଗର୍ଭବତୀ ମାଆଙ୍କୁ ଏଣିକି ଦୂରଦୂରାନ୍ତର ଡାକ୍ତରଖାନାକୁ ଆସି ଅଲଟ୍ରାସ୍କାନ କରିବାର ଆବଶ୍ୟକତା ନାହିଁ। ସବୁ ବ୍ଲକରେ ଏହି ସୁବିଧା ଉପଲବ୍ଧ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଏହା ନବରଙ୍ଗପୁର, ଉମରକୋଟ ଓ ପାପାଡାହାଣ୍ଡିରେ ହିଁ … Read More