ଦେଶର ସଂସ୍କୃତିକୁ ଅପମାନିତ କରୁଛନ୍ତି କଂଗ୍ରେସ ଓ ଆରଜେଡି:ମୋଦୀ
ପାଟନା: କଂଗ୍ରେସ ଓ ଆରଜେଡି ଦେଶର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରୁଥିବାବେଳେ ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସୋମବାର ବିହାରର ସହର୍ସାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ … Read More
