ପୋଲିସ SI ପରୀକ୍ଷା କେଳେଙ୍କାରୀ, ଖାରଜ ହେଲା ଶଙ୍କର ପୃଷ୍ଟି ସହ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ

ବ୍ରହ୍ମପୁର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ ।   ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ ।  ଜାମିନକୁ ବିରୋଧ କରିଥିଲା ସିବିଆଇ । … Read More

ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ଵର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ … Read More

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ବର୍ତ୍ତିଲା ୨୫ ଯାତ୍ରୀ

ମାଲକାନଗିରି: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ । ବିଜୟନଗରମରୁ ମାଲକାନଗିରି ଆସୁଥିବାବେଳେ ଡ୍ରାଇଭର ପି, ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ … Read More

ଆଜିଠୁ କୁଲଡିହାରେ ବାଘ ଗଣନା

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭାୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୨୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର … Read More

ଓଲଟିଲା ଗୋରୁ ବୋଝେଇ ପିକଅପ, ୧୨ ମୃତ

ଭଦ୍ରକ: ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ ।  ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର ।  ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା ।  ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ ।  … Read More

ପୀତବାସ ପଣ୍ଡା ହତ୍ୟାକାଣ୍ଡ: ପୋଲିସ ସୁରକ୍ଷା ହଟାଇବାକୁ ପରିବାରର ଅନୁରୋଧ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ … Read More

ବାପାର ଦଶାହ ଦିନ ପୁଅର ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ … Read More

ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ … Read More

ଆମେ ମାଟି ଫିଙ୍ଗିଲେ ମିସାଇଲରେ ପରିଣତ ହୁଏ: ମୁନିର

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର (Asim Munir) ପୁଣି ଥରେ ଭାରତକୁ ଏକ ସ୍ପଷ୍ଟ ଧମକ ଦେଇଛନ୍ତି। ସେ ପୁଣି ଥରେ ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା … Read More

ଉପମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା

ବିହାର: ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏନଡିଏ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ନିର୍ବାଚିତ ହେବ ପରେ ବିଜେପି ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀ ଓ ଉପନେତା … Read More