ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଛାତ୍ରଛାତ୍ରୀଙ୍କଠାରୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ

ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳ​‌ରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ … Read More

ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ‌ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ ଇଂଲଣ୍ଡର ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଦାୟର ହୋଇଛି। ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର … Read More

ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ନିଖୋଜ: ଇଡି

ନୂଆଦିଲ୍ଲୀ:  ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି । ଦିଲ୍ଲୀ … Read More

ଗ୍ରେଟର ନୋଏଡାରେ ୩ ମହଲା କୋଠା ଭୁଶୁଡି ଚାଲିଗଲା ୪ ଜୀବନ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି … Read More

୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ … Read More

ୟୁକ୍ରେନ୍ ଉପରେ ଋଷର ଆକ୍ରମଣ, ୧୬ ମୃତ

କିଭ୍ : ମଙ୍ଗଳବାର ରାତିରେ ୟୁକ୍ରେନୀୟ ବାୟୁସେନା କହିଛି ଯେ ରୁଷ ରାତାରାତି ୪୭୬ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳ ଉପରେ ନକଲି ଡ୍ରୋନ୍ ଆକ୍ରମଣ ଏବଂ ବିଭିନ୍ନ ପ୍ରକାରର ୪୮ଟି କ୍ଷେପଣାସ୍ତ୍ର ଚଳାଇଛି । ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ … Read More

ଝାରସୁଗୁଡାରୁ ଛତିଶଗଡ଼ ଗସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ … Read More

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର: ବିଏମସି କମିସନର

ଭୁବନେଶ୍ବର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର ।  ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର ।  ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ … Read More

ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍‌ ଖାରଜ କଲେ ହାଇକୋର୍ଟ

କଟକ  : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍‌କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି। … Read More

ଶେଷ ହେଲା ସାଲିଆସାହି ବସ୍ତି ଉଚ୍ଛେଦ ଅଭିଯାନ

ଭୁବନେଶ୍ୱର : ଧୁଳିସାତ ହେଲା ସାଲିଆସାହି ବସ୍ତି ।  ମାଟିରେ ମିଶିଲା ବସ୍ତିର ଅନେକ ଘର। ତୃତୀୟ ଦିନରେ ଶେଷ ହୋଇଛି ସାଲିଆ ସାହି ଉଛେଦ ଅଭିଯାନ । ଭିଟାମାଟି ଛାଡ଼ି ଯାଇଛନ୍ତି ବସ୍ତି ବାସିନ୍ଦା ।  ଲୋକଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ … Read More