ବୌଦ୍ଧ ଓ କନ୍ଧମାଳରେ ଆରମ୍ଭ ହେବ ମାଓ ନିପାତ ଅପରେସନ

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ … Read More

ନୂଆପଡ଼ା ନିର୍ବାଚନକୁ ନେଇ ବିଜେଡିର ପିଏସି ବୈଠକରେ ତର୍ଜମା

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ … Read More

ଘରୋଇ ଇଂରାଜୀ ମିଡିୟମ ସ୍କୁଲର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ୧୦ ଜଣଙ୍କ ନାଁରେ ମାମଲା

କଟକ : କଟକରେ ଅଭାବନୀୟ ଘଟଣା । ଗଣ୍ଡରପୂର୍ ମହାନଦୀ ବିହାର ଅଞ୍ଚଳର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ଦୁଇ ଛାତ୍ରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୧୦ ଛାତ୍ରଙ୍କ ନାଁ ରେ ଚାଉଳିଆଗଞ୍ଜ … Read More

ସିକନ୍ଦର ଆଲାମ୍ ଓ ତାର ଭାଇକୁ ଗିରଫ କଲା ଜଗତସିଂହପୁର ପୁଲିସ

ଜଗତସିଂହପୁର: ବାଲାଂଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ ସିକୁ  କୁ ଗିରଫ କରିଛି ପୁଲିସ୍ । ୧୬ ତାରିଖରେ ସନ୍ଧ୍ୟା‌ରେ ପୁଲିସ୍ ର ଚଡ଼ାଉ ଦେଖି ଚମ୍ପଟ ମାରିଥିଲା । ଶନିବାର ଯାଜପୁର ଠାରେ ଅଭିଯୁକ୍ତ ସିକନ୍ଦର … Read More

୬୯ ଲକ୍ଷ ହଡପ, ବନ୍ଧା ହେଲେ ପୂର୍ବତନ କିରାଣି

ଭୁବନେଶ୍ବର: ୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ ।  ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । … Read More

ରୁଷୀୟ ବୋମା ବିସ୍ଫୋରଣରେ ୟୁକ୍ରେନର ୫ ସାଧାରଣ ନାଗରିକ ମୃତ

ରୁଷ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୫ଜଣ … Read More

ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି: ଟ୍ରମ୍ପ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ … Read More

ବିଧାୟକଙ୍କୁ ଦେଖି ଠିଆ ନ ହେବାରୁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ … Read More

ଭିଏତନାମରେ ବନ୍ୟା ବିତ୍ପାତ; ୪୧ ମୃତ

ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର … Read More

ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍‌କୁ ନିଷିଦ୍ଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ … Read More