ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଭାରତରେ ରହିପାରିବେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ

ନୂଆଦିଲ୍ଲୀ: ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । … Read More

ସ୍କୁଲ ସହ ମିଶିବ ଅଙ୍ଗନବାଡି ! ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି

ନୂଆଦିଲ୍ଲୀ: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ … Read More

ବିନ୍ନିଙ୍କ ସ୍ଥାନରେ ନୂଆ ସଭାପତି ଖୋଜୁଛି ବିସିସିଆଇ

ମୁମ୍ବଇ : ଜଲ୍‌ଦି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ଗୁମାସ୍ତାମାନେ ନୂତନ ସଭାପତି ଖୋଜିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅନୌପଚାରିକ ବୈଠକ … Read More

କୋର୍ଟରୁ ଟ୍ରମ୍ପଙ୍କୁ ଆଉ ଏକ ଝଟ୍‍କା: ସେନା ମୁତୟନ ନିର୍ଦ୍ଦେଶ ଉପରେ ରୋକ୍‍

କୋର୍ଟରୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍‍କା ଲାଗିଛି । ପୂର୍ବରୁ କୋର୍ଟ ତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କକୁ ଅସାମ୍ବିଧାନିକ ଘୋଷଣା କରିଥିଲେ, ଯଦିଓ ଏହା ସ୍ଥଗିତ ରଖାଯାଇ ନଥିଲା । ଏହା ଟ୍ରମ୍ପଙ୍କୁ ଉଚ୍ଚ … Read More

ଏସବିଆଇରେ ଖାତା ଥିଲେ ମିଳିବ ୧ କୋଟି

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏସବିଆଇରେ ବେତନ ଖାତା ଥିବା କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ଦୁର୍ଘଟଣା ମୃତ୍ୟୁ ବୀମା ମିଳିବ । … Read More

ଡ୍ରେନ୍‌ ସଫା କଲେ ବିଡିଓ

ସିନାପାଲି: ‘ଆପଣ ନେଇ କରୁନ୍‌…। ଆମେ ସଫା କର୍‌ମୁଁ। ଡ୍ରେନ୍‌(ନାଳ)ରୁ ବାହାରୁନ୍‌..।’ କିଛି ମହିଳା ଜଣେ ଅଧିକାରୀଙ୍କୁ ଘେରି ଯାଇ ହାତ ଯୋଡ଼ି ବାରମ୍ବାର ନେହୁରା ହେଉଥିଲେ। ଡ୍ରେନ୍‌ ସଫା କରନ୍ତୁ ନାହିଁ ବୋଲି କହୁଥିଲେ। ତେବେ ଡ୍ରେନ୍‌ ସଫା କରି … Read More

ହରଭଙ୍ଗା ବ୍ଲକରେ ୟୁରିଆର କୃତ୍ରିମ ଅଭାବ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି।ଚାଷୀଙ୍କ ଚାହିଦା ଅନୁସାରେ ପ୍ୟାକ୍ସଗୁଡିକରୁ ୟୁରିଆ ସାର ମିଳୁନଥିବା ଅଭିଯୋଗ ହେଉଛି । ସାରର କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ସାରର ଏଭଳି କୃତ୍ରିମ … Read More

ଭାଙ୍ଗିଗଲା କେନାଲ: ଚାଷୀ ହତାଶ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତ ହାତୀମୁଣ୍ଡ ଗାଁର ପାଣି ପଞ୍ଚାୟତ-୧ ନମ୍ବର ମୁଖ୍ୟ କେନାଲ ଆରଡ଼ି-୪୩୦୦ ଅଣ୍ଡର ଟନେଲରେ ଥିବା ଛାତ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଥିବା ହେତୁ ପାଣି ଯାଉଥିବା ମୁଖ୍ୟ କେନାଲ ଚାଷ ଜମିକୁ … Read More

ଦଶହରା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତା ମରାମତି ହେବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ … Read More

ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ: ନାଟମଣ୍ଡପରେ ଧାଡି ଦର୍ଶନ ଓ ୧୪ ସବ୍‌କମିଟି ଗଠନକୁ ଅନୁମୋଦନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ୧୪ ସବ୍‌କମିଟି ଗଠନ ହୋଇଛି । … Read More