ବିବାଦ ଭିତରେ ନରମିଲା ଟ୍ରମ୍ପଙ୍କ ସ୍ୱର, ତୁଟିବ କି ଭାରତ-ଆମେରିକା ବିବାଦ?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ … Read More
