ଟାରିଫ ୱାର: ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ କଲେ ସମର୍ଥନ ଜେଲେନସ୍କି

ଭାରତ- ଆମେରିକା ଟାରିଫ ୱାର ମଧ୍ୟରେ ଜେଲେନସ୍କିଙ୍କ ବଡ଼ ବୟାନ । ଭାରତ ଉପରେ ଟାରିଫ ଲଗାଇ ଆମେରିକା ଠିକ୍ କରିଛି ବୋଲି ଜେଲେନସ୍କି କହିଛନ୍ତି । ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଖୋଲାଖୋଲି ଭାବେ ସମର୍ଥନ … Read More

ମନସା ଦେବୀ ପାହାଡ଼ରେ ଭୂସ୍ଖଳନ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ହରିଦ୍ବାର : ଉତ୍ତରାଖଣ୍ଡ ହରିହ୍ବାର ହରକି ପୋଡି ନିକଟ ମନସା ଦେବୀ ପାହାଡ଼ରେ ଭୂସ୍ଖଳନ ହୋଇଛି । ଫଳରେ ହରିଦ୍ବାର ଡେରାଡୁନ-ରିଷିକେଶ ରେଳମାର୍ଗରେ ବାଧା ଉପୁଜିଛି । ହରିଦ୍ବାରରେ ପ୍ରବଳ ବର୍ଷା ଯୋଗୁଁ ମନସା ଦେବୀ ପାହାଡରୁ ମାଟି ଧସି ରେଳ ଟ୍ରାକରେ … Read More

ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ହତ୍ୟା

ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ଗୁଳିକରି ହତ୍ୟା । ସର୍ବସାଧାରଣରେ ପରିସ୍ରାକୁ ବିରୋଧ କରିବାରୁ ଯୁବକଙ୍କୁ ହୋଇଛିଗୁଳିମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି ଅଘଟଣ । ମୃତକ ହରିଆନା ଜିନ୍ଦ ଜିଲ୍ଲା କାଲାନ ଗାଁର କପିଲ ବୋଲି ଜଣାପଡ଼ିଛି । ୨୬ ବର୍ଷୀୟ … Read More

ପ୍ରଥମ ମହଲାରେ ଫାଟିଲା ଏସି, ଦ୍ୱିତୀୟ ମହଲାରେ ଥିବା ପରିବାରର ୩ ମୃତ, ଶିଶୁ ଗୁରୁତର

ଫରିଦାବାଦ : ହରିୟାଣାର ଫରିଦାବାଦର ଗ୍ରୀନ୍ ଫିଲ୍ଡ କଲୋନୀରେ ଦୁଃଖଦ ଘଟଣା ଘଟିଛି । ଏକ ଘରେ ଏସି ବିସ୍ଫୋରଣ ହେବାରୁ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପରିବାରର ଗୋଟିଏ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଜୀବନ … Read More

ଜମ୍ମୁ କଶ୍ମୀର କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ, ୩ ଯବାନ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ … Read More

‘ଧୃତରାଷ୍ଟ୍ର’ କିଏ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର … Read More

କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମା’-ପୁଅଙ୍କୁ ଉଦ୍ଧାର କଲା ବନବିଭାଗ

ରାଜନଗର :  କଙ୍କଡା ଧରିବାକୁ ଯାଇ ୫  ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା … Read More

ପାହାଡ଼ ଉପରକୁ ଉଠିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ପାହାଡ଼ ଉପରେ ଥିବା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ଭାରରେ ବୁହା ହୋଇ ଆସିଲେ ରୋଗୀ।  ତୁଳସୀ … Read More

ଲଗାଣ ବର୍ଷା: ପୁଣି ଧୋଇଗଲା ଗୁମାଡ଼ି ପୋଲ ରାସ୍ତା

ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା  । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା  … Read More

ପିତୃପୁରୁଷଙ୍କୁ ପିଣ୍ଡଦେବାକୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଭିଡ

ଭୁବନେଶ୍ବର: ଆଜି ହେଉଛି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜି ଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ … Read More