ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ, ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା

ଭୁବନେଶ୍ୱର : ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ହେବ ଆଲୋଚନା । ତିନି ବିଭାଗକୁ ତଥ୍ୟ ମାଗି ଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ … Read More

ଆମ ବସ ଦୁର୍ଘଟଣାଗ୍ରସ୍ତ, ଜେଜେମା; ନାତୁଣୀ ଆହତ

କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ଜେଜେମା, ନାତୁଣୀ ଆହତ ହୋଇଛନ୍ତି । କଟକ ଗଣେଶଘାଟ ନିକଟରେ ଆମ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ଜେଜେମା ଓ ନାତୁଣୀଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ … Read More

ଭଦ୍ରକ ଅଟୋନମସ କଲେଜରେ ଉତ୍ତେଜନା ଛାତ୍ରଙ୍କ ଧାରଣା

ଭଦ୍ରକ: ବ୍ୟାନର ଟାଙ୍ଗିବାକୁ ନେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥମୁନି ଉତ୍ତେଜନା ।  ମୁଖ୍ୟ ଗେଟ ଆଗରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ପରେ ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ ଗେଟ … Read More

ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର : ସାବାଡ୍ ହେବେ ନିଶା ମାଫିଆ ।  ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର ।  ରାଜଧାନୀରେ ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର ।  ଚାରି ଚାରି ଥର ଗିରଫ ପରେ ମଧ୍ୟ ଚେତୁନଥିବାରୁ ଭାଙ୍ଗିଲା ଘର … Read More

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ହେବ ‘ଦ୍ଵାଦଶ କାଗଜପତ୍ର’

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମତଦାତା … Read More

ଲୋକଙ୍କ କାନ୍ଧରେ ବସି ବନ୍ୟାଞ୍ଚଳ ବୁଲିଲେ କଂଗ୍ରେସ ସାଂସଦ, ଭିଡିଓ ଭାଇଇରାଲ ପରେ ଘେରିଲା ବିଜେପି

ପାଟନା: ରବିବାର ବିହାରର କଟିହାରର ମଣିହାରୀ ଏବଂ ବରାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତାରିକ ଅନୱର । ଏହି ସମୟରେ ଗ୍ରାମବାସୀମାନେ ତାରିକ ଅନୱରଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ … Read More

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପଶିଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 … Read More

ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ

ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ … Read More

ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୬ ଶିଶୁ ଉଦ୍ଧାର ୧୨ ଗିରଫ

ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ … Read More

ହସପିଟାଲରୁ କ୍ୟାବିନେଟ ମିଟିଂ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପ୍ରଭାବିତ ଚାଷୀଙ୍କ ପାଇଁ କଲେ ବଡ଼ ଘୋଷଣା

ପଞ୍ଜାବ : ପଞ୍ଜାବରେ ବନ୍ୟା ସବୁକିଛି ଛାରଖାର କରିଦେଛି । ପଞ୍ଜାବ ସରକାର ବନ୍ୟାରେ ପ୍ରଭାବିତ ଚାଷୀଙ୍କ ପାଇଁ ୨୦ ହଜାର ପ୍ରତି ଏକର କ୍ଷତିପୂରଣ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ … Read More