ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲା; ରବୀନ୍ଦ୍ର ଜେନାଙ୍କୁ ସାମୟିକ ଆଶ୍ବସ୍ତି
ଭୁବନେଶ୍ବର: ସି-ସୋର୍ ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ସି-ସୋର୍ ଚିଟଫଣ୍ଡ କେସରେ … Read More
