ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି, କଟକରେ ୨୨ ଆକ୍ରାନ୍ତ ଚିହ୍ନଟ

କଟକ : ରାଜ୍ୟରେ ଆଉ ୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି । ସେମାନଙ୍କ … Read More

ବିଦ୍ୟୁତ ଆଘାତରେ ଆଖିବୁଜିଲେ ୩ ଶ୍ରମିକ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ଚାଲିଗଲା ଜୀବନ । ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ … Read More

ନନ୍ଦନକାନନରେ ନୂଆ ଅତିଥି: ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ

ନନ୍ଦନକାନନ: ନନ୍ଦନକାନନରେ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ନନ୍ଦନକାନନରେ ବାଘସଂଖ୍ୟା ୨୯କୁ ବୃଦ୍ଧି ହେଲା। ଗତକାଲି ରାତିରେ ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ କରିଛି  । ଗୋଟିଏ … Read More

ସିନ୍ଦେଙ୍କ ବିମାନ ବିଳମ୍ବ ପାଇଁ ବଂଚିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ଗତକାଲି ମହାରାଷ୍ଟ୍ରର ଜଳଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ପାଇଲଟ୍ ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଗଲା ବୋଲି କହି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଯଦିଓ ପରେ ଅଧିକାରୀମାନେ … Read More

ରଥ ଉପକରଣ ବିକ୍ରି ପାଇଁ ଆସିଲା ନୂଆ ଏସଓପି

ପୁରୀ: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସଓପି । ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ … Read More

ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ, ତିଆରି ହେବ ଓଡିଶା ମଣ୍ଡପ

ଭୁବନେଶ୍ୱର : ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଏନେଇ … Read More

୮୦ ବିମାନରୁ ୪୦୦ କ୍ଷେପଣାସ୍ତ୍ର ମାରିଥିଲା ଭାରତ : ପାକିସ୍ତାନ

ୱାଶିଂଟନ: ଅପରେସନ ସିନ୍ଦୁର ଅଧୀନରେ ଭାରତ ୮୦ଟି ଲଢ଼ୁଆ ବିମାନରୁ ୪୦୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ଏକାଧିକ ଓ୍ବାରହେଡ୍ ଥିଲା। ଭାରତ ଏହି ଆକ୍ରମଣରେ ବିପଦପୂର୍ଣ୍ଣ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ … Read More

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତେବେ ଏହି ତାତିରୁ ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । … Read More

ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କଲେ ପିନାକୀ ଓ ମହୁଆ, ଭାଇରାଲ୍ ହେଉଛି ଭିଡିଓ

ଜର୍ମାନୀରେ ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଛି ।  ଏନେଇ ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କରିଥିଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା … Read More

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା … Read More