ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରି ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । … Read More

ଭବାନୀପାଟଣା ଜେଲରେ ରାତି କାଟିଲେ ଆଇଏଏସ ଅଫିସର ଧୀମନ ଚକମା

ଭୁବନେଶ୍ୱର: ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ। ଏହି ଜେଲରେ ରାତି କାଟିଛନ୍ତି … Read More

ସମୁଦ୍ର ଭିତରେ କଣ୍ଟେନର୍ ଭର୍ତ୍ତି ଜାହାଜରେ ବିସ୍ଫୋରଣ : ୪ କ୍ରିଉ ସଦସ୍ୟ ନିଖୋଜ,୧୮ ଜଣ ଉଦ୍ଧାର

କୋଚି : କେରଳ ଉପକୂଳ ନିକଟରେ ସିଙ୍ଗାପୁର ପତାକା ଲାଗିଥିବା ଏକ ଜାହାଜରେ ବିସ୍ଫୋରଣ ହୋଇଥିବା ଖବର ଆସିଛି। କେରଳ ଉପକୂଳରେ ସମୁଦ୍ର ଭିତରେ ସିଙ୍ଗାପୁରର ଏହି ଜାହାଜଟି କଲମ୍ବୋରୁ ମୁମ୍ବାଇ ଯାଉଥିବା ଜାହାଜରେ ପ୍ରଚଣ୍ତ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ … Read More

ଆସିଲା ରାଜା ରଘୁବଂଶୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

ମେଘାଳୟରେ ରାଜା ରଘୁବଂଶୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ରାଜାଙ୍କୁ ତାଙ୍କ ସ୍ତ୍ରୀ ସୋନମ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଥିଲେ। ସୋମବାର ରାଜାଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ରାଜାଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ରିପୋର୍ଟରେ … Read More

ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର … Read More

ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ।  ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ ।  ଏଥିପାଇଁ ୯ ରୁ ୧୦ ବିଭାଗ ମିଳିତ ଭାବେ କାମ କରିବେ। ଗାଁ ରାସ୍ତା, ପିଇବା … Read More

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଆସନ୍ତାକାଲି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ। ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ … Read More

IAS ଧୀମନ ଚକମା ଗିରଫ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ୱର : IAS ଧୀମନ ଚକମା ଗିରଫ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ ।  ଉପଜିଲ୍ଲାପାଳଙ୍କୁ ଆଜି  ଝାଳବୁହା ଜେରା ହୋଇଥିଲା । ଧୀମାନ ଚକମାଙ୍କୁ … Read More

ପୁଣି ଆନ୍ଦୋଳନ ଡାକରା ;ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼

ଭୁବନେଶ୍ବର: ପୁଣି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ … Read More

ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ହେବ ମାଗଣା ଅଟୋସେବା : ପରିବହନ ମନ୍ତ୍ରୀ

ପୁରୀ :  ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ  ।  ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା  ।  ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ ଦିଆଯିବ … Read More