ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଲଣ୍ଡନରୁ ଆସିଥିଲେ ସ୍ବାମୀ : ବିମାନ ଦୁର୍ଘଟଣାରେ ଜୀବନ ଦେଲେ

ଅହମଦାବାଦ, ୧୨।୬:ଅହମଦାବାଦ୍‌ ବିମାନ ଦୁର୍ଘଟଣାରେ ଲଣ୍ଡନ ନିବାସୀ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ମନୁଭାଇ ପଟୋଲିଆ(୩୬) ପ୍ରାଣ ହରାଇଛନ୍ତି। ସେ ତାଙ୍କ ସ୍ତ୍ରୀ ଭାରତୀବେନ୍‌ ଏବଂ ୪ ଓ ୮ ବର୍ଷର ୨ ଝିଅଙ୍କ ସହ ଲଣ୍ଡନରେ ବସବାସ କରୁଥିଲେ। କିଛି ସପ୍ତାହ … Read More

ଲକ୍ଷେ ଟପିଲା ସୁନାଦର

ନୂଆଦିଲ୍ଲୀ,୧୪।୬: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଲଗାତର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବା ସହ ୧୦ ଗ୍ରାମ ପ୍ରତି ଲକ୍ଷେ ଟପିଛି। ଜାତୀୟ ରାଜଧାନୀରେ ସୁନା ପ୍ରତି ୧୦ ଗ୍ରାମ ୧,୦୧,୫୪୦ ଟଙ୍କା … Read More

ଦୁର୍ଘଟଣାଗ୍ରସ୍ତ ବିମାନର ଉଦଘାଟନ କରିଥିଲେ ରୂପାଣୀ, ୨ଥର ଟିକେଟ ବାତିଲ୍ କରି ଜୁନ୍ ୧୨କୁ ବାଛିଥିଲେ

ଅହମଦାବାଦ: ଅହମଦାବାଦରେ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମ୍ପର୍କରେ ଆଉ ଏକ ଦୁଃଖଦ ସଂଯୋଗ ସାମ୍ନାକୁ ଆସିଛି। ଭାଗ୍ୟର ଖେଳ ଥିଲା ଯେ ରୂପାଣୀ ସେହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନରେ ଚଢ଼ିଥିଲେ। ପ୍ରକୃତରେ, ଏହା … Read More

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ: ସ୍ନେହାଶିଷ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ … Read More

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ: ମନ୍ତ୍ରୀ ରବି ନାରାୟଣ ନାୟକ

ଭୁବନେଶ୍ବର: ୨୦ ତାରିଖ ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୨୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। … Read More

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଚିଠି

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏଏସଆଇକୁ ଚିଠି ଲେଖିଛନ୍ତି। ରଥଯାତ୍ରା ସମୟରେ (ଆସନ୍ତା ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ) ବାକି ଥିବା … Read More

ଯାଜପୁରରେ କଲେରା ଜୀବାଣୁ ଚିହ୍ନଟ: ଭୋଜି ନ କରିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ଶତାଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କଠାରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସତର୍କତା ଲାଗି ପରାମର୍ଶ ଦିଆଯାଇଛି। ସାମୂହିକ ସମାବେଶରେ ଭୋଜିର ଆୟୋଜନ ନ କରିବାକୁ ଜିଲ୍ଲା ପ୍ରଶାସନ କହିଛି । … Read More

ପୁଣି ଫେରିବ ମୌସୁମୀ ବର୍ଷା, ଜୁନ ୨୦ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଏଥର ରଜ ଫିକା ପଡ଼ିବ ! ପାଗ ବଦଳିଥିବାରୁ ମୌସୁମୀ ବର୍ଷାରେ ଓଡ଼ିଶା ଭିଜିବ। ଆସନ୍ତା ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା। ଉତ୍ତର-ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି, … Read More

ଇରାନ ସେନା ମୁଖ୍ୟ, କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ: ଭୟଙ୍କର ପରିଣାମ ଭୋଗିବାକୁ ଇସ୍ରାଏଲକୁ ଖାମନେଇଙ୍କ ଚେତାବନୀ

ତେହେରାନ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ବଡ଼ କ୍ଷତି ଘଟିଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏଥିରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ ହୋସେନ ସଲାମିଙ୍କ … Read More

ବାଇକ୍‌ ଆରୋହୀ ତିନି ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ଶୁଅକାଟି ଫାଣ୍ତି ଅନ୍ତର୍ଗତ ଠାକୁରଡିହି ବୁଲାଣି ଛକ ନିକଟରେ ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ … Read More