ମୁଁ ଯୁଦ୍ଧବିରତି କରାଇନି, କେବଳ ସମସ୍ୟା ସମାଧାନ ଦିଗରେ ସହାୟତା କରିଥିଲି – ଟ୍ରମ୍ପ
ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣି ନାହାଁନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ସେ ମଧ୍ୟସ୍ଥତା କରିନାହାଁନ୍ତି। ଟ୍ରମ୍ପ କହିଛନ୍ତି … Read More
