ଭାରତୀୟ ସେନାର ଶକ୍ତି ବଢାଇଲା ଓଡ଼ିଶା, ଟେଷ୍ଟ କଲା ଡ୍ରୋନ୍‌ କିଲର ‘ଭାର୍ଗବାସ୍ତ୍ର’

ବ୍ରହ୍ମପୁର : ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ ସିଷ୍ଟମ ତିଆରି କରାଯାଇଛି। ଗଞ୍ଜାମ ଜିଲାର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଥିବା ଫାୟାରିଂ ରେଞ୍ଜରେ ଏହାର ସଫଳ ପରୀକ୍ଷଣ … Read More

ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ। କୋର୍ଟ କଚେରିର ବାହାନା ଦେଖାଯିବା ସହ … Read More

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା; ଅଧିକ ଉପକୃତ ହେବେ ଚାଷୀ !

ଭୁବନେଶ୍ୱର: ରାଜ୍ୟ ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ମନେ କରିଛନ୍ତି। ଏଭଳି ବିପର୍ଯ୍ୟୟ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅନୁମୋଦନ କରିଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। … Read More

ଉଚ୍ଚଶିକ୍ଷାରେ ଏସ୍‌ଇବିସିଙ୍କୁ ୧୧.୨୫% ସଂରକ୍ଷଣ

ଭୁବନେଶ୍ବର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ (ଏସଇବିିସି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଏହି ସଂରକ୍ଷଣ ନୀତି ଅନୁସାରେ ଉଚ୍ଚଶିକ୍ଷାନୁଷ୍ଠାନରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ … Read More

ବିଷ୍ଣୁପଦଙ୍କୁ ହାଇକୋର୍ଟରୁ ପୁଣି ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ସହ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ପୂର୍ବରୁ କଠୋର … Read More

ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହା । ପୂର୍ବରୁ ଜବଲପୁର ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏବେ ତାଙ୍କୁ … Read More

ଅରୁଣଭା ଘୋଷ ସିଓପି-୩୦ର ଦକ୍ଷିଣ ଏସିଆ ପ୍ରତିନିଧି ନିଯୁକ୍ତ

ନୂଆଦିଲ୍ଲୀ : ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ସିଓପି-୩୦ ଆସନ୍ତା ନଭେମ୍ବରରେ ବ୍ରାସିଲଠାରେ ଅନୁଷ୍ଠିତ … Read More

ତୁର୍କୀ କମ୍ପାନି ଉପରୁ ସୁରକ୍ଷା ମଂଜୁରୀ ହଟାଇଲା ଭାରତ

ନୂଆଦିଲ୍ଲୀ : ଯୁଦ୍ଧ ବେଳେ ପାକିସ୍ତାନକୁ ସହାୟତା କରିବା ତୁର୍କୀକୁ ମହଙ୍ଗା କରିଛି । ଭାରତ ସରକାର ଭାରତୀୟ ଏୟାରପୋର୍ଟଗୁଡ଼ିକରେ ଗ୍ରାଉଣ୍ଡ ହାଣ୍ଡେଲିଂ କରୁଥିବା ତୁର୍କୀ କମ୍ପାନି ସେଲେବିର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଦେଇଛନ୍ତି । ଏହି ନିଷ୍ପତ୍ତି ବ୍ୟୁରୋ ଅଫ୍ … Read More

ପ୍ରବେଶ ପାଇଁ ଅନୁମତି ଦେଉ ନଥିଲା ପ୍ରଶାସନ; ପଛପାର୍ଶ୍ବ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ। ଦରଭଙ୍ଗାଗସ୍ତ କରି ରାହୁଲ ଆମ୍ବେଦକର ହଷ୍ଟେଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବାକୁ ଚାହିଁଥିଲେ କିନ୍ତୁ ପ୍ରଶାସନ ତାଙ୍କୁ ଅନୁମତି ଦେଇ … Read More