ଖସିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା, ଯାହାକୁ ସାଧାରଣତଃ ନିରାପଦ ବିନିଯୋଗ ଭାବେ ବିବେଚନା କରାଯାଏ, ଶୁକ୍ରବାର ସୁନା ପ୍ରାୟ ୧% … Read More

ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ

ନୋଏଡା: ନୋଏଡାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅନୁସାରେ, ଅଭିଯୁକ୍ତ ନୁରୁଲ୍ଲା ହାଇଦର ତାଙ୍କ ପତ୍ନୀ ଆସମା ଖାନଙ୍କ ମୁଣ୍ଡରେ ହାତୁଡି ମାରିବାରୁ ତାଙ୍କର … Read More

ଭାରତ ବିରୋଧରେ ଶ୍ରୀଲଙ୍କା ମାଟିର ଉପଯୋଗ ହେବ ନାହିଁ : ଦିସାନାୟକେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ଚୀନର ନାମ ନ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସେ ଭାରତକୁ ଆଶ୍ୱାସନା ଦେଇଥିଲେ ଯେ ଶ୍ରୀଲଙ୍କା ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏହାର … Read More

ମଣିପୁରରେ ଶାନ୍ତିର ଆଲୋକ ! ମୈତେଇ ଓ କୁକି ପ୍ରତିନିଧିଙ୍କ ସହ ଆଲୋଚନା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଦୁଇ ସଂପ୍ରଦାୟ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଚାଲିଥିବା ହିଂସା ମଧ୍ୟରେ ଏହି ବୈଠକ ଶାନ୍ତି ପାଇଁ ଏକ ଆଶାର … Read More

କିମ୍‌ଙ୍କ ହାତରେ ବନ୍ଧୁକ: ସ୍ନାଇପରରୁ ଗୁଳି ଚଳାଇଲେ

ପ୍ୟୋଙ୍ଗୟାଙ୍ଗ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଛି। ସେ ଦେଶରେ ବିକଶିତ ନୂତନ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ୍ ଏକ ସ୍ୱତନ୍ତ୍ର ବାହିନୀ ୟୁନିଟ୍ ପରିଦର୍ଶନ … Read More

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ

ହାଇଦ୍ରାବାଦ: ପୁଣି ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ … Read More

ଓ୍ବକ୍‌ଫ ବିଲ୍‌କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ନୂଆଦିଲ୍ଲୀ,୫।୪:ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, … Read More

ଲାଞ୍ଚ ନେବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଧରାପଡିବା ଭୟରେ ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । କିନ୍ତୁ ତଥାପି ବର୍ତ୍ତିପାରିନଥିଲେ ସରକାରୀ ବାବୁ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ … Read More

ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବାକୁ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ … Read More

ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ, ମୋ ଜୀବନ ଖୋଲା ବହି

ଭୁବନେଶ୍ଵର : ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ ସାମଲ ।  ତାଙ୍କ ଜୀବନ ଖୋଲା ବହି ।  ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରାଯାଉ ।  ଏହା ସହ ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ … Read More