କାନପୁରରେ ରାମ ନବମୀ: ଶୋଭାଯାତ୍ରାରେ ପଥର ମାଡ଼ ଅଭିଯୋଗ, ପୁଲିସ କହିଲା ‘ଗୁଜବ’
କାନପୁର: ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ ହୋଇଥିବା ଅଭିଯୋଗକୁ ନେଇ ନାଇ ସଡକ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତଥାପି ପୁଲିସ ଏହାକୁ ଏକ ଗୁଜବ ବୋଲି କହି ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଦାବି କରିଛି। ଉପ-ପୋଲିସ କମିଶନର (ପୂର୍ବ) … Read More
